ଅସରାଏ ବର୍ଷାରେ ଉବୁଟୁବୁ ବାସୁଦେବପୁର ଡାକ୍ତରଖାନା, ଔଷଧ ଦୋକାନରେ ପସିଲା ପାଣି
ବାସୁଦେବପୁର ୧୫।୩: ଅଦିନିଆ ଅସରାଏ ବର୍ଷାରେ ବାସୁଦେବପୁର ଡାକ୍ତରଖାନା ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକାନ ଭିତରେ ମଧ୍ୟ ପାଣି ପସି ହଜାର ହଜାର ଟଙ୍କାର ଔଷଧ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନା 5-T ଯୋଜନାରେ ସାମିଲ ହେବ ପରେ ଡାକ୍ତରଖାନା ଭିତରେ ଥିବା ଡ୍ରେନ୍ ପୋତି ହୋଇଯାଇଛି । ଫଳରେ ବର୍ଷା ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ଏହି ପାଣି ହେବ ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ପାଣିରେ ପଶି ଯିବାକୁ ଯିବାକୁ ପଡୁଛି । ଏହା ସହିତ ରୋଗୀ ଓ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ବର୍ଷଧରି ଡାକ୍ତରଖାନାରେ ଏପରି ଅବସ୍ଥା ହୋଇନଥିବା ବେଳେ ହଠାତ ଏପରି ବର୍ଷାପାଣି ଜମିଯିବାରୁ ଦୋକାନ ମଧ୍ୟରେ ପାଣି ପଶି ଔଷଧ ନଷ୍ଟ ହୋଇଯାଇଥିବା ଦୋକାନୀ ଅଭିଯୋଗ କରିଛନ୍ତି । ଡାକ୍ତରଖାନା ପରିସରରେ ଏପରି ଅବସ୍ଥାକୁ ନେଇ ଲୋକେ ସ୍ଥାନୀୟ ବିଡ଼ିଓଙ୍କୁ ଦୋ ଦେଇଛନ୍ତି ବାସୁଦେବପୁରବାସୀ ।You Can Read :ବ୍ରାହ୍ମଣୀ ନଦୀରେ ଇଞ୍ଜିନିୟରିଂ ଛାତ୍ର ବୁଡି ଘଟଣା : ସରାଙ୍ଗ ବ୍ରିଜ୍ ନିକଟରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ
ବାସୁଦେବପୁର ୧୫।୩: ଅଦିନିଆ ଅସରାଏ ବର୍ଷାରେ ବାସୁଦେବପୁର ଡାକ୍ତରଖାନା ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକାନ ଭିତରେ ମଧ୍ୟ ପାଣି ପସି ହଜାର ହଜାର ଟଙ୍କାର ଔଷଧ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନା 5-T ଯୋଜନାରେ ସାମିଲ ହେବ ପରେ ଡାକ୍ତରଖାନା ଭିତରେ ଥିବା ଡ୍ରେନ୍ ପୋତି ହୋଇଯାଇଛି । ଫଳରେ ବର୍ଷା ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ଏହି ପାଣି ହେବ ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ପାଣିରେ ପଶି ଯିବାକୁ ଯିବାକୁ ପଡୁଛି । ଏହା ସହିତ ରୋଗୀ ଓ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ବର୍ଷଧରି ଡାକ୍ତରଖାନାରେ ଏପରି ଅବସ୍ଥା ହୋଇନଥିବା ବେଳେ ହଠାତ ଏପରି ବର୍ଷାପାଣି ଜମିଯିବାରୁ ଦୋକାନ ମଧ୍ୟରେ ପାଣି ପଶି ଔଷଧ ନଷ୍ଟ ହୋଇଯାଇଥିବା ଦୋକାନୀ ଅଭିଯୋଗ କରିଛନ୍ତି । ଡାକ୍ତରଖାନା ପରିସରରେ ଏପରି ଅବସ୍ଥାକୁ ନେଇ ଲୋକେ ସ୍ଥାନୀୟ ବିଡ଼ିଓଙ୍କୁ ଦୋ ଦେଇଛନ୍ତି ବାସୁଦେବପୁରବାସୀ ।
You Can Read :
ବ୍ରାହ୍ମଣୀ ନଦୀରେ ଇଞ୍ଜିନିୟରିଂ ଛାତ୍ର ବୁଡି ଘଟଣା : ସରାଙ୍ଗ ବ୍ରିଜ୍ ନିକଟରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ