ଅସ୍ତ୍ରବିରତି ପରେ ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ଇସ୍ରାଏଲକୁ ନେଇ ହିଜବୁଲ୍ଲାର ବଡ଼ ବୟାନ
କନକ ବ୍ୟୁରୋ: ଅଶାନ୍ତ ମଧ୍ୟପ୍ରାଚ୍ୟ । ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ବଡ଼ ଦାବି କରିଛି ହିଜବୁଲ୍ଲା । ସଂଗଠନର ମୁଖ୍ୟ ନଇମ କାସିମ କହିଛି, ଇସ୍ରାଏଲକୁ ହିଜବୁଲ୍ଲା ବିରୋଧରେ ଚଳାଇଥିବା ଅଭିଯାନକୁ ସମାପ୍ତ କରିବାରେ ସଫଳ ହୋଇଛନ୍ତି । ଏନେଇ ନଇମ କାସିମର ଏକ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ପୁଣି ଥରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଜଟିଳ କରିଦେଇଛି । କାସିମର ଦାବି ଅନୁସାରେ , ଲେବାନନରେ ଇସ୍ରାଏଲକୁ ରୋକିବାରେ ହିଜବୁଲ୍ଲା ସଫଳ ହୋଇଛି । ମୁକାବିଲା କରି ନପାରି ଇସ୍ରାଏଲ ଆଣ୍ଠେଇବାକୁ ବାଧ୍ୟ ହୋଇଛି । ୨୦୦୬ ପରେ ହିଜବୁଲ୍ଲା ଇସ୍ରାଏଲକୁ ପରାଜିତ କରିବାରେ ସଫଳ ହୋଇଥିବା ଦାବି କରିଛି ନଇମ କାସିମ୍ । ହିଜବୁଲ୍ଲାର ବଡ଼ ଦାବି; ଆଣ୍ଠେଇ ପଡିଲା ଇସ୍ରାଏଲ ଅସ୍ତ୍ରବିରତି ପରେ ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ ଇସ୍ରାଏଲକୁ ନେଇ ହିଜବୁଲ୍ଲାର ବଡ଼ ବୟାନ 'ଯୁଦ୍ଧ ଜିତିନପାରି ଇସ୍ରାଏଲ କରିଛି ଶାନ୍ତି ଚୁକ୍ତି' ଲେବାନନରେ ପରାଜିତ ହୋଇଛି ଇସ୍ରାଏଲ ହିଜବୁଲ୍ଲା ନେତା ନିଇମ କାସିମର ବିସ୍ଫୋରକ ବୟାନ ଇସ୍ରାଏଲକୁ ଆଣ୍ଠେଇ ଦେଇଥିବା ଦାବି କରିଛି କାସିମ୍ ୨୦୦୬ ପରେ ଇସ୍ରାଏଲର ଏଭଳି ସ୍ଥିତି ହୋଇନଥିଲା ଗଣମାଧ୍ୟମକୁ ବିବୃତ୍ତି ଦେଇ ଏହାକୁ 'ବଡ଼ ବିଜୟ' କହିଲା ହିଜବୁଲ୍ଲା

କନକ ବ୍ୟୁରୋ: ଅଶାନ୍ତ ମଧ୍ୟପ୍ରାଚ୍ୟ । ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ବଡ଼ ଦାବି କରିଛି ହିଜବୁଲ୍ଲା । ସଂଗଠନର ମୁଖ୍ୟ ନଇମ କାସିମ କହିଛି, ଇସ୍ରାଏଲକୁ ହିଜବୁଲ୍ଲା ବିରୋଧରେ ଚଳାଇଥିବା ଅଭିଯାନକୁ ସମାପ୍ତ କରିବାରେ ସଫଳ ହୋଇଛନ୍ତି । ଏନେଇ ନଇମ କାସିମର ଏକ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ପୁଣି ଥରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଜଟିଳ କରିଦେଇଛି । କାସିମର ଦାବି ଅନୁସାରେ , ଲେବାନନରେ ଇସ୍ରାଏଲକୁ ରୋକିବାରେ ହିଜବୁଲ୍ଲା ସଫଳ ହୋଇଛି । ମୁକାବିଲା କରି ନପାରି ଇସ୍ରାଏଲ ଆଣ୍ଠେଇବାକୁ ବାଧ୍ୟ ହୋଇଛି । ୨୦୦୬ ପରେ ହିଜବୁଲ୍ଲା ଇସ୍ରାଏଲକୁ ପରାଜିତ କରିବାରେ ସଫଳ ହୋଇଥିବା ଦାବି କରିଛି ନଇମ କାସିମ୍ ।
ହିଜବୁଲ୍ଲାର ବଡ଼ ଦାବି; ଆଣ୍ଠେଇ ପଡିଲା ଇସ୍ରାଏଲ
- ଅସ୍ତ୍ରବିରତି ପରେ ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ
- ଇସ୍ରାଏଲକୁ ନେଇ ହିଜବୁଲ୍ଲାର ବଡ଼ ବୟାନ
- 'ଯୁଦ୍ଧ ଜିତିନପାରି ଇସ୍ରାଏଲ କରିଛି ଶାନ୍ତି ଚୁକ୍ତି'
- ଲେବାନନରେ ପରାଜିତ ହୋଇଛି ଇସ୍ରାଏଲ
- ହିଜବୁଲ୍ଲା ନେତା ନିଇମ କାସିମର ବିସ୍ଫୋରକ ବୟାନ
- ଇସ୍ରାଏଲକୁ ଆଣ୍ଠେଇ ଦେଇଥିବା ଦାବି କରିଛି କାସିମ୍
- ୨୦୦୬ ପରେ ଇସ୍ରାଏଲର ଏଭଳି ସ୍ଥିତି ହୋଇନଥିଲା
- ଗଣମାଧ୍ୟମକୁ ବିବୃତ୍ତି ଦେଇ ଏହାକୁ 'ବଡ଼ ବିଜୟ' କହିଲା ହିଜବୁଲ୍ଲା