ଆଇଇଡି ବିସ୍ଫୋରଣରେ ୩ ଯବାନ ଶହୀଦ୍‌

ଛତିଶଗଡ : ଛତିଶଗଡ ସୁକୁମାରେ ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଶହୀଦ୍‌ ହୋଇଥିବା ଖବର ଗୁରୁବାର ସାମ୍ନାକୁ ଆସିଛି। ତଲାସି ଅଭିଯାନ ସମୟରେ ଆଇଇଡି ବିସ୍ଫୋରଣରେ ଯବାନ ଶହୀଦ୍‌ ହୋଇଛନ୍ତି । ଛତିଶଗଡ-ତେଲେଙ୍ଗାନା ମୁଲୁଗୁ ଜିଲାରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଛନ୍ତି । ପେରୁରୁ ଏବଂ ୱାଜେଡୁ ଥାନା ଅଞ୍ଚଳରେ ଗୁଳି ବିନିମୟ ଚାଲୁ ରହିଛି। ବଡ ଖବର; ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ   ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା […]

ଆଇଇଡି ବିସ୍ଫୋରଣରେ ୩ ଯବାନ ଶହୀଦ୍‌

ଛତିଶଗଡ : ଛତିଶଗଡ ସୁକୁମାରେ ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଶହୀଦ୍‌ ହୋଇଥିବା ଖବର ଗୁରୁବାର ସାମ୍ନାକୁ ଆସିଛି। ତଲାସି ଅଭିଯାନ ସମୟରେ ଆଇଇଡି ବିସ୍ଫୋରଣରେ ଯବାନ ଶହୀଦ୍‌ ହୋଇଛନ୍ତି । ଛତିଶଗଡ-ତେଲେଙ୍ଗାନା ମୁଲୁଗୁ ଜିଲାରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଛନ୍ତି । ପେରୁରୁ ଏବଂ ୱାଜେଡୁ ଥାନା ଅଞ୍ଚଳରେ ଗୁଳି ବିନିମୟ ଚାଲୁ ରହିଛି।

ବଡ ଖବର; ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

 

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..