ଆଇପିଏଲ ନିଲାମୀରେ ଜୋସ୍ ବଟଲର୍ଙ୍କ ଉପରେ ଟଙ୍କା ବର୍ଷା, ୧୫.୭୫ କୋଟିରେ କିଣିଲା ଏହି ଟିମ୍
ନୂଆଦିଲ୍ଲୀ: IPL 2025 ପାଇଁ ଚାଲିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏଥର ଆଇପିଏଲ୍ ନିଲାମ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଜୋସ୍ ବଟଲରଙ୍କ ପାଇଁ ସବୁ ଦଳ ମଧ୍ୟରେ ଚାଲିଥିଲା କଡ଼ା ପ୍ରତିଯୋଗିତା । ଶେଷରେ ଗୁଜୁରାଟ ଟାଇଟାନ୍ସ ଟିମ୍ ତାଙ୍କୁ ନିଜ ଦଳରେ ସାମିଲ କରିଛି। ଏହି ଦଳ ୧୫.୭୫ କୋଟି ଟଙ୍କାରେ ଜୋସ୍ ବଟଲରଙ୍କୁ କିଣିଛି ଗୁଜରାଟ ଟାଇଟନ୍ସ। ଜୋସ୍ ବଟଲରଙ୍କ ଏଣ୍ଟ୍ରି ଦଳର ବ୍ୟାଟିଂ ଲାଇନ୍ଅପ୍କୁ ଅଧିକ ଶକ୍ତିଶାଳୀ କରିବା।ଜୋସ୍ ବଟଲରଙ୍କ ପୂର୍ବ ଟିମ୍ ରାଜସ୍ଥାନ ରୟାଲ୍ସ ତାଙ୍କୁ ଆଇପିଏଲ୍-୨୦୨୫ ନିଲାମ ପୂର୍ବରୁ ରଖି ନଥିଲା। ତାଙ୍କୁ ବାଦ ଦେବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ୬ ଜଣ ଖେଳାଳିଙ୍କୁ ରଖିଥିଲା, କିନ୍ତୁ ଏଥିରେ ବଟଲରଙ୍କ ନାମ ଅନ୍ତର୍ଭୁକ୍ତ ହୋଇନଥିଲା। ଗତ କିଛି ଆଇପିଏଲ୍ ସିଜିନରେ ଚମତ୍କାର ଫର୍ମରେ ଥିଲେ ବଟଲର୍। ରାଜସ୍ଥାନ ରୟାଲ୍ସ ପାଇଁ ସେ କ୍ରମାଗତ ଭାବରେ ରନ୍ ସ୍କୋର କରୁଥିଲେ। ପରବର୍ତ୍ତୀ ସିଜିନରେ ସେ କିପରି ନିଜର ଫର୍ମ ଜାରି ରଖିଛନ୍ତି ତାହା ଦେଖିବା ମଜାଦାର ହେବ।Bidding war, ???????????? ✅ ✅#GT bring Jos Buttler on the board for ???????????? ????????.???????? ???????????????????? ???? ????#TATAIPLAuction | #TATAIPL | @josbuttler | @gujarat_titans pic.twitter.com/K7eB8uhqDU— IndianPremierLeague (@IPL) November 24,
ନୂଆଦିଲ୍ଲୀ: IPL 2025 ପାଇଁ ଚାଲିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏଥର ଆଇପିଏଲ୍ ନିଲାମ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଜୋସ୍ ବଟଲରଙ୍କ ପାଇଁ ସବୁ ଦଳ ମଧ୍ୟରେ ଚାଲିଥିଲା କଡ଼ା ପ୍ରତିଯୋଗିତା । ଶେଷରେ ଗୁଜୁରାଟ ଟାଇଟାନ୍ସ ଟିମ୍ ତାଙ୍କୁ ନିଜ ଦଳରେ ସାମିଲ କରିଛି। ଏହି ଦଳ ୧୫.୭୫ କୋଟି ଟଙ୍କାରେ ଜୋସ୍ ବଟଲରଙ୍କୁ କିଣିଛି ଗୁଜରାଟ ଟାଇଟନ୍ସ। ଜୋସ୍ ବଟଲରଙ୍କ ଏଣ୍ଟ୍ରି ଦଳର ବ୍ୟାଟିଂ ଲାଇନ୍ଅପ୍କୁ ଅଧିକ ଶକ୍ତିଶାଳୀ କରିବା।
ଜୋସ୍ ବଟଲରଙ୍କ ପୂର୍ବ ଟିମ୍ ରାଜସ୍ଥାନ ରୟାଲ୍ସ ତାଙ୍କୁ ଆଇପିଏଲ୍-୨୦୨୫ ନିଲାମ ପୂର୍ବରୁ ରଖି ନଥିଲା। ତାଙ୍କୁ ବାଦ ଦେବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ୬ ଜଣ ଖେଳାଳିଙ୍କୁ ରଖିଥିଲା, କିନ୍ତୁ ଏଥିରେ ବଟଲରଙ୍କ ନାମ ଅନ୍ତର୍ଭୁକ୍ତ ହୋଇନଥିଲା। ଗତ କିଛି ଆଇପିଏଲ୍ ସିଜିନରେ ଚମତ୍କାର ଫର୍ମରେ ଥିଲେ ବଟଲର୍। ରାଜସ୍ଥାନ ରୟାଲ୍ସ ପାଇଁ ସେ କ୍ରମାଗତ ଭାବରେ ରନ୍ ସ୍କୋର କରୁଥିଲେ। ପରବର୍ତ୍ତୀ ସିଜିନରେ ସେ କିପରି ନିଜର ଫର୍ମ ଜାରି ରଖିଛନ୍ତି ତାହା ଦେଖିବା ମଜାଦାର ହେବ।
Bidding war, ???????????? ✅ ✅#GT bring Jos Buttler on the board for ???????????? ????????.???????? ???????????????????? ???? ????#TATAIPLAuction | #TATAIPL | @josbuttler | @gujarat_titans pic.twitter.com/K7eB8uhqDU— IndianPremierLeague (@IPL) November 24, 2024
ଯଦି ଆମେ ଜୋସ୍ ବଟଲରଙ୍କ ଆଇପିଏଲ୍ କ୍ୟାରିୟର ଉପରେ ନଜର ପକାଇବା, ତେବେ ସେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇ ୨୦୧୬ ମସିହାରେ ଆଇପିଏଲରେ ଯାତ୍ରା ଆରମ୍ଭ କରିଥିଲେ। ସେ ଆଇପିଏଲରେ ୧୦୭ ମ୍ୟାଚର ୧୦୬ ଇନିଂସରେ 3582 ରନ୍ ସ୍କୋର କରିଛନ୍ତି। ଷ୍ଟ୍ରାଇକ୍ ରେଟ୍ 147.52 ରହିଛି। ଜୋସ୍ ବଟଲର ଜଣେ ମହାନ ବ୍ୟାଟ୍ସମ୍ୟାନ୍ ତଥା ୱିକେଟ୍ କିପର ତଥା ଅଧିନାୟକ ଅଟନ୍ତି।