ଆଇପିଏଲ୍ରେ କୋହଲିଙ୍କ ଫେବ୍ରାଇଟ୍ ଟିମ୍ କିଏ ଜାଣନ୍ତି
ନୂଆଦିଲ୍ଲୀ,୧୯।୮: ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟର ଭାବରେ ୧୬ ବର୍ଷର ଯାତ୍ରା ସମାପ୍ତ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତାଙ୍କ ଦୀର୍ଘ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ବିରାଟ କୋହଲିଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ରାପିଡ୍ ଫାୟାର୍ ରାଉଣ୍ଡରେରେ ପୂର୍ବତନ ଭାରତୀୟ ଅଧିନାୟକ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ସମୟରେ ସେ ଅନେକ ମଜାଦାର ପ୍ରଶ୍ନର ଉତ୍ତର ଦେଇଥିଲେ। ବିରାଟ କୋହଲିଙ୍କୁ ପଚରାଯାଇଥିଲା […] The post ଆଇପିଏଲ୍ରେ କୋହଲିଙ୍କ ଫେବ୍ରାଇଟ୍ ଟିମ୍ କିଏ ଜାଣନ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୧୯।୮: ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟର ଭାବରେ ୧୬ ବର୍ଷର ଯାତ୍ରା ସମାପ୍ତ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତାଙ୍କ ଦୀର୍ଘ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ବିରାଟ କୋହଲିଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ରାପିଡ୍ ଫାୟାର୍ ରାଉଣ୍ଡରେରେ ପୂର୍ବତନ ଭାରତୀୟ ଅଧିନାୟକ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ସମୟରେ ସେ ଅନେକ ମଜାଦାର ପ୍ରଶ୍ନର ଉତ୍ତର ଦେଇଥିଲେ।
ବିରାଟ କୋହଲିଙ୍କୁ ପଚରାଯାଇଥିଲା ଯେ, ଆଇପିଏଲରେ ତାଙ୍କର ପ୍ରିୟ ବିରୋଧୀ ଦଳ କିଏ? ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଶାହାରୁଖ ଖାନଙ୍କ କୋଲକାତା ନାଇଟ ରାଇଡର୍ସ। ଏହା ଉପରେ ପୂର୍ବତନ ଭାରତୀୟ ଅଧିନାୟକ ଏକ ମଜାଦାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ତିନିଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ମୋର ପ୍ରିୟ ବିରୋଧୀ ଦଳ। ମୁଁ ଏହି ଦଳ ବିପକ୍ଷରେ ଖେଳିବାକୁ ପସନ୍ଦ କରେ। ଷ୍ଟାର୍ ସ୍ପୋର୍ଟସ ନେଟୱାର୍କ ଭିଡିଓ ଶେୟାର କରିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।
The post ଆଇପିଏଲ୍ରେ କୋହଲିଙ୍କ ଫେବ୍ରାଇଟ୍ ଟିମ୍ କିଏ ଜାଣନ୍ତି appeared first on Dharitri Odia News.