ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା, ବିଭାଗୀୟ ଅଧିକାରୀଙ୍କ ସହ କରିବେ ଆଲୋଚନା

ବାଲେଶ୍ବର ୧୮।୯: ଉତ୍ତର ଓଡିଶାରେ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ଭୋଗରାଇ, ବାଲିଆପାଳ, ଜଳେଶ୍ବର ଓ ବସ୍ତା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ଅଛନ୍ତି ।ଏହା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପାଳ ଓ ପ୍ରାଶାସନିକ ଅଧିକାରୀଙ୍କୁ ଭେଟିବ ମୁଖ୍ୟମନ୍ତ୍ରୀ ।You Can Read:ପୂର୍ଣ୍ଣିମା ଯୋଗୁଁ ନଦୀରୁ ହୋଇପାରୁନି ଜଳ ନିଷ୍କାସନ, ଦିନକ ପରେ ଜଳସ୍ତର କମିବ : ଜଳ ସମ୍ପଦ ଯନ୍ତ୍ରୀ

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା, ବିଭାଗୀୟ ଅଧିକାରୀଙ୍କ ସହ କରିବେ ଆଲୋଚନା

ବାଲେଶ୍ବର ୧୮।୯: ଉତ୍ତର ଓଡିଶାରେ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ଭୋଗରାଇ, ବାଲିଆପାଳ, ଜଳେଶ୍ବର ଓ ବସ୍ତା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ଅଛନ୍ତି ।

ଏହା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପାଳ ଓ ପ୍ରାଶାସନିକ ଅଧିକାରୀଙ୍କୁ ଭେଟିବ ମୁଖ୍ୟମନ୍ତ୍ରୀ ।

You Can Read:

ପୂର୍ଣ୍ଣିମା ଯୋଗୁଁ ନଦୀରୁ ହୋଇପାରୁନି ଜଳ ନିଷ୍କାସନ, ଦିନକ ପରେ ଜଳସ୍ତର କମିବ : ଜଳ ସମ୍ପଦ ଯନ୍ତ୍ରୀ