ଆକାଶରୁ ଖସିଲା ବଜ୍ର, ବିଲରେ କାମ କରୁଥିବା ବେଳେ ଚାଲିଗଲା ୩ ଜୀବନ

ପଟ୍ଟାଙ୍ଗି ୧୪।୫: ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅମ୍ପାବିଲି ପଞ୍ଚାୟତର କନ୍ଧପୁଟାବନ୍ଧୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, କନ୍ଧପୁଟାବନ୍ଧୁ ଗାଁର ବାସିନ୍ଦା ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଛି । ବଜ୍ରାଘାତରେ ଜମିରେ କାମ କରୁଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ୩ ଜଣ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ସମ୍ପର୍କରେ ବାପା, ଝିଅ ଓ ମାଉସୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।You Can Read:ନୂଆପଡ଼ା ଜିଲ୍ଲାରେ ନିଶାମୁକ୍ତ ଅପରେସନ, ଗଞ୍ଜେଇ ଓ କଫ୍ ସିରପ୍ ସହ ୫ ଗିରଫ

ଆକାଶରୁ ଖସିଲା ବଜ୍ର, ବିଲରେ କାମ କରୁଥିବା ବେଳେ ଚାଲିଗଲା ୩ ଜୀବନ

ପଟ୍ଟାଙ୍ଗି ୧୪।୫: ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅମ୍ପାବିଲି ପଞ୍ଚାୟତର କନ୍ଧପୁଟାବନ୍ଧୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, କନ୍ଧପୁଟାବନ୍ଧୁ ଗାଁର ବାସିନ୍ଦା ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଛି । ବଜ୍ରାଘାତରେ ଜମିରେ କାମ କରୁଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ୩ ଜଣ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ସମ୍ପର୍କରେ ବାପା, ଝିଅ ଓ ମାଉସୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

You Can Read:

ନୂଆପଡ଼ା ଜିଲ୍ଲାରେ ନିଶାମୁକ୍ତ ଅପରେସନ, ଗଞ୍ଜେଇ ଓ କଫ୍ ସିରପ୍ ସହ ୫ ଗିରଫ