ଆକ୍ସନରେ ଆମେରିକା ରାଷ୍ଟ୍ରପତି : ଚୀନ ଉପରେ ଟାରିଫ୍ ଲାଗୁ ପରେ ଚିହିଁକି ଉଠିଲା ଡ୍ରାଗନ
କନକବ୍ୟୁରୋ : ଆଜିଠୁ ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକା । ଏନେଇ ହ୍ବାଇଟହାଉସ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି । ନୂଆ କଟକଣା ଅନୁସାରେ ଚୀନ ଉପରେ ୧୦%, ମେସ୍କିକୋ ଓ କାନାଡା ଉପରେ ୨୫% ଲଗାଯାଇଛି । ଆମେରିକା ରାଷ୍ଟ୍ରପତି ହେବା ପରେ ଟାରିଫ ଲଗାଯିବା ନେଇ ଘୋଷଣା କରି ତିନୋଟି ଦେଶକୁ ଝଟକା ଦେଇିଲେ ଟ୍ରମ୍ପ । ଶପଥ ନେବା ସମୟରେ ଟ୍ରମ୍ପ କହିଥିଲେ ଚୀନ, କାନାଡ଼ା,ମେସ୍କିକୋରୁ ବହୁଳ ମାତ୍ରାରେ ମାଦକଦ୍ରବ ଆମେରିକାକୁ ଆସୁଛି ଓ ଏହା ଯୋଗୁଁ ହଜାର ସଂଖ୍ୟକ ଲୋକଙ୍କ ଜୀବନ ଯାଉଛି । ଏମାନଙ୍କ ସହ ଆମେରିକାର ବାଣିଜ୍ୟକ ସର୍ମ୍ପକରେ ବିଶେଷ କିଛି ଫାଇଦା ହେଉନି ତେଣୁ ଟାରିଫ ଲଗାବାକୁ ପଡୁଛି ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନଆକ୍ସନରେ ଆସିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ କଡ଼ା ନିର୍ଦ୍ଦେଶ ନୂଆ ନୂଆ କଟକଣା ଲାଗୁ କରୁଛନ୍ତି ଟ୍ରମ୍ପ ପ୍ରଶାସନଚୀନ ଉପରେ ଟାରିଫ୍ ଲାଗୁ କଲେ ଡୋନାଲ୍ଡ ଟ୍ରମ୍ପ ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକାନୂଆ କଟକଣା ଅନୁସାରେ ଚୀନ ଉପରେ ୧୦% ଟାରିଫ୍ ଲଗାଯାଇଛିମେକ୍ସିକୋ ଓ କାନାଡା ଉପରେ ୨୫% ଟାରିଫ୍ ଲଗାଯାଇଛିନିଶା ପଦାର୍ଥ ଆସୁଥିବା ଅଭିଯୋଗରେ ଲଗାଯାଇଛି ଟାରିଫ୍

କନକବ୍ୟୁରୋ : ଆଜିଠୁ ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକା । ଏନେଇ ହ୍ବାଇଟହାଉସ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି । ନୂଆ କଟକଣା ଅନୁସାରେ ଚୀନ ଉପରେ ୧୦%, ମେସ୍କିକୋ ଓ କାନାଡା ଉପରେ ୨୫% ଲଗାଯାଇଛି । ଆମେରିକା ରାଷ୍ଟ୍ରପତି ହେବା ପରେ ଟାରିଫ ଲଗାଯିବା ନେଇ ଘୋଷଣା କରି ତିନୋଟି ଦେଶକୁ ଝଟକା ଦେଇିଲେ ଟ୍ରମ୍ପ । ଶପଥ ନେବା ସମୟରେ ଟ୍ରମ୍ପ କହିଥିଲେ ଚୀନ, କାନାଡ଼ା,ମେସ୍କିକୋରୁ ବହୁଳ ମାତ୍ରାରେ ମାଦକଦ୍ରବ ଆମେରିକାକୁ ଆସୁଛି ଓ ଏହା ଯୋଗୁଁ ହଜାର ସଂଖ୍ୟକ ଲୋକଙ୍କ ଜୀବନ ଯାଉଛି । ଏମାନଙ୍କ ସହ ଆମେରିକାର ବାଣିଜ୍ୟକ ସର୍ମ୍ପକରେ ବିଶେଷ କିଛି ଫାଇଦା ହେଉନି ତେଣୁ ଟାରିଫ ଲଗାବାକୁ ପଡୁଛି
ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
ଆକ୍ସନରେ ଆସିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ କଡ଼ା ନିର୍ଦ୍ଦେଶ
ନୂଆ ନୂଆ କଟକଣା ଲାଗୁ କରୁଛନ୍ତି ଟ୍ରମ୍ପ ପ୍ରଶାସନ
ଚୀନ ଉପରେ ଟାରିଫ୍ ଲାଗୁ କଲେ ଡୋନାଲ୍ଡ ଟ୍ରମ୍ପ
ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକା
ନୂଆ କଟକଣା ଅନୁସାରେ ଚୀନ ଉପରେ ୧୦% ଟାରିଫ୍ ଲଗାଯାଇଛି
ମେକ୍ସିକୋ ଓ କାନାଡା ଉପରେ ୨୫% ଟାରିଫ୍ ଲଗାଯାଇଛି
ନିଶା ପଦାର୍ଥ ଆସୁଥିବା ଅଭିଯୋଗରେ ଲଗାଯାଇଛି ଟାରିଫ୍