ଆଚାର୍ଯ୍ୟ ନଗରରେ ପୋଲିସର ଚଢ଼ାଉ : ବିପୁଳ ପରିମାଣର ସିମ୍ ସହ ବ୍ୟାଙ୍କ ପାସବୁକ୍ ଜବତ
ଭଦ୍ରକ ୨୨।୮: ସାଇବର କ୍ରାଇମ ସନ୍ଦେହରେ ଭଦ୍ରକ ପୋଲିସର ଚଢାଉ । ଭଦ୍ରକ ଆଚାର୍ଯ୍ୟ ନଗରରେ ଚଢାଉ । ଦୁଇ ଜଣ ଅଟକ ଥିବା ବେଳେ ଫେରାର ହୋଇ ଯାଇଛନ୍ତି ଅନେକ ଯୁବକ । ସୂଚନାଯୋଗ୍ୟ ଯେ, ଭଦ୍ରକ ପୋଲିସର ଆଚାର୍ଯ୍ୟ ନଗର ଓ ଅନ୍ୟ ଏକ ଘରେ ପୋଲସର ଚଢ଼ାଉ । ଚଢାଉ ବେଳେ ବିପୁଳ ପରିମାଣର ସିମ୍ କାର୍ଡ ସହ ବ୍ୟାଙ୍କ ପାସବୁକ ଜବତ ହୋଇଛି । ଚେକ୍ ବୁକ୍, ଷ୍ଟାମ୍ପ ଓ ଏଟିଏମ୍ କାର୍ଡ ଜବତ ହୋଇଛି । ବିଭିନ୍ନ ଗାଡ଼ିର ନମ୍ୱର ପ୍ଲେଟ ଠାବ ହୋଇଛି । ସିଟି ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ଵରେ ଚଢ଼ାଉ ହୋଇଛି । ଦୁଇ ଜଣ ଅଟକ ଥିବା ବେଳେ ଏହି ଘଟଣାରେ ଅନେକ ଯୁବକ ସାମିଲ ଥିବା କୁହାଯାଉଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା କଥା ଏହି ଘର ଗୁଡିକରେ ଅନେକ ଯୁବକ ରହୁଥିଲେ ।You Can Read:ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍, ୬୨୦.୦୨ ଫୁଟରେ ପହଞ୍ଚିଲା ଜଳସ୍ତର
ଭଦ୍ରକ ୨୨।୮: ସାଇବର କ୍ରାଇମ ସନ୍ଦେହରେ ଭଦ୍ରକ ପୋଲିସର ଚଢାଉ । ଭଦ୍ରକ ଆଚାର୍ଯ୍ୟ ନଗରରେ ଚଢାଉ । ଦୁଇ ଜଣ ଅଟକ ଥିବା ବେଳେ ଫେରାର ହୋଇ ଯାଇଛନ୍ତି ଅନେକ ଯୁବକ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ପୋଲିସର ଆଚାର୍ଯ୍ୟ ନଗର ଓ ଅନ୍ୟ ଏକ ଘରେ ପୋଲସର ଚଢ଼ାଉ । ଚଢାଉ ବେଳେ ବିପୁଳ ପରିମାଣର ସିମ୍ କାର୍ଡ ସହ ବ୍ୟାଙ୍କ ପାସବୁକ ଜବତ ହୋଇଛି । ଚେକ୍ ବୁକ୍, ଷ୍ଟାମ୍ପ ଓ ଏଟିଏମ୍ କାର୍ଡ ଜବତ ହୋଇଛି । ବିଭିନ୍ନ ଗାଡ଼ିର ନମ୍ୱର ପ୍ଲେଟ ଠାବ ହୋଇଛି । ସିଟି ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ଵରେ ଚଢ଼ାଉ ହୋଇଛି । ଦୁଇ ଜଣ ଅଟକ ଥିବା ବେଳେ ଏହି ଘଟଣାରେ ଅନେକ ଯୁବକ ସାମିଲ ଥିବା କୁହାଯାଉଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା କଥା ଏହି ଘର ଗୁଡିକରେ ଅନେକ ଯୁବକ ରହୁଥିଲେ ।
You Can Read:
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍, ୬୨୦.୦୨ ଫୁଟରେ ପହଞ୍ଚିଲା ଜଳସ୍ତର