ଆଜି ଆସିବ ରତ୍ନଭଣ୍ଡାରର ବଡ଼ ନିଷ୍ପତ୍ତି

ପୁରୀ,୫ା୮: ରତ୍ନଭଣ୍ଡାରର ମରାମତି ପାଇଁ ସୋମବାର ବାଜିପାରେ ମୋହର। ଏନେଇ ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକ ବସିବ। ଆଜିର ଏହି ବୈଠକ ପରେ ଚୂଡ଼ାନ୍ତ ରୂପରେଖ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିବ। ରତ୍ନ ସ୍ଥାନାନ୍ତର ପରେ ମରାମତି ଆଡ଼କୁ ଏଏସ୍‌ଆଇ ଆଗେଇବ ବୋଲି କୁହାଯାଉଛି। ସୁଡ଼ଙ୍ଗ ଥିବା ନେଇ ହେଉଥିବା ଚର୍ଚ୍ଚା ମଧ୍ୟ ଆଜି ସ୍ପଷ୍ଟ ହେବ। The post ଆଜି ଆସିବ ରତ୍ନଭଣ୍ଡାରର ବଡ଼ ନିଷ୍ପତ୍ତି appeared first on Dharitri Odia News.

ଆଜି ଆସିବ ରତ୍ନଭଣ୍ଡାରର ବଡ଼ ନିଷ୍ପତ୍ତି

ପୁରୀ,୫ା୮: ରତ୍ନଭଣ୍ଡାରର ମରାମତି ପାଇଁ ସୋମବାର ବାଜିପାରେ ମୋହର। ଏନେଇ ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକ ବସିବ। ଆଜିର ଏହି ବୈଠକ ପରେ ଚୂଡ଼ାନ୍ତ ରୂପରେଖ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିବ। ରତ୍ନ ସ୍ଥାନାନ୍ତର ପରେ ମରାମତି ଆଡ଼କୁ ଏଏସ୍‌ଆଇ ଆଗେଇବ ବୋଲି କୁହାଯାଉଛି। ସୁଡ଼ଙ୍ଗ ଥିବା ନେଇ ହେଉଥିବା ଚର୍ଚ୍ଚା ମଧ୍ୟ ଆଜି ସ୍ପଷ୍ଟ ହେବ।

The post ଆଜି ଆସିବ ରତ୍ନଭଣ୍ଡାରର ବଡ଼ ନିଷ୍ପତ୍ତି appeared first on Dharitri Odia News.