ପାଣ୍ଡିଆନ୍‌ ରାଜନୀତିରୁ ସନ୍ୟାସ ନେବା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ଅରିନ୍ଦମ

ଭୁବନେଶ୍ୱର,୧୦।୬: କାର୍ତ୍ତିକ ପାଣ୍ଡିଆନ୍‌ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିବା କଥାକୁ ଗ୍ରହଣ କରିନାହାଁନ୍ତି ଭାଜପା ନେତା ତଥା ଅଭିନେତା ଅରିନ୍ଦମ ରାୟ। ଅରିନ୍ଦମ କହିଛନ୍ତି ଏହା କେବଳ କେବଳ ଆଇୱାସ । ବର୍ତ୍ତମାନ ପରିସ୍ଥିତିକୁ ଦେଖି ସେ ଏଭଳି କରିଛନ୍ତି । କିନ୍ତୁ ସେ ପ୍ରଚ୍ଛଦ ପଟରେ ରହି ଦଳର କାମ କରିବେ। ବିଜେଡିର ଶୋଚନୀୟ ପରାଜୟ ପରେ ରବିବାର ରାଜନୀତିରୁ ଅବସର ଘୋଷଣା ନେଇଛନ୍ତି ପାଣ୍ଡିଆନ୍‌। ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ […] The post ପାଣ୍ଡିଆନ୍‌ ରାଜନୀତିରୁ ସନ୍ୟାସ ନେବା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ଅରିନ୍ଦମ appeared first on Dharitri Odia News.

ପାଣ୍ଡିଆନ୍‌ ରାଜନୀତିରୁ ସନ୍ୟାସ ନେବା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ଅରିନ୍ଦମ

ଭୁବନେଶ୍ୱର,୧୦।୬: କାର୍ତ୍ତିକ ପାଣ୍ଡିଆନ୍‌ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିବା କଥାକୁ ଗ୍ରହଣ କରିନାହାଁନ୍ତି ଭାଜପା ନେତା ତଥା ଅଭିନେତା ଅରିନ୍ଦମ ରାୟ। ଅରିନ୍ଦମ କହିଛନ୍ତି ଏହା କେବଳ କେବଳ ଆଇୱାସ । ବର୍ତ୍ତମାନ ପରିସ୍ଥିତିକୁ ଦେଖି ସେ ଏଭଳି କରିଛନ୍ତି । କିନ୍ତୁ ସେ ପ୍ରଚ୍ଛଦ ପଟରେ ରହି ଦଳର କାମ କରିବେ।

ବିଜେଡିର ଶୋଚନୀୟ ପରାଜୟ ପରେ ରବିବାର ରାଜନୀତିରୁ ଅବସର ଘୋଷଣା ନେଇଛନ୍ତି ପାଣ୍ଡିଆନ୍‌। ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ଘୋଷଣା କରିଥିଲେ। ଏଥିସହ ହାତ ଯୋ ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ ମାଗିଥିଲେ ପାଣ୍ଡିଆନ୍‌।

 

The post ପାଣ୍ଡିଆନ୍‌ ରାଜନୀତିରୁ ସନ୍ୟାସ ନେବା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ଅରିନ୍ଦମ appeared first on Dharitri Odia News.