ଆଜି ଏସୟୁଜେର ବାର୍ଷିକୋତ୍ସବ:ସର୍ବ ଭାରତୀୟ ଅଧ୍ୟକ୍ଷ ଓ ମହା ସଚିବଙ୍କୁ ସ୍ୱାଗତ

ଭୁବନେଶ୍ବର:ଆଜି ଷ୍ଟେଟ ୟୁନିୟନ ଅଫ ଜୋର୍ନାଲିଷ୍ଟ(ଏସୟୁଜେ)ର ବାର୍ଷିକ ଉତ୍ସବ ପାଳନ ହେଉନି। ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଉତ୍ସବରେ ଯୋଗ ଦେବାକୁ ଜାତୀୟ ସାମ୍ବାଦିକ ୟୁନିଅନର ସର୍ବ ଭାରତୀୟ ଅଧ୍ୟକ୍ଷ ଅଶୋକ ମଲ୍ଲିକ ଓ ମହାସଚିବ ସୁରେଶ ଶର୍ମା ଗତ ସନ୍ଧ୍ୟାରେ ଭୁବନେଶ୍ୱର ରେ ପହଞ୍ଚିଛନ୍ତି। ସେମାନଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦର ରେ ଏସୟୁଜେ ଓଡ଼ିଶା ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା।ଏହି ସମୟରେ ରାଜ୍ୟ ସଭାପତି କୈଳାସ ନାୟକ,ସାଧାରଣ ସଂପାଦକ ପ୍ରଶାନ୍ତ […] The post ଆଜି ଏସୟୁଜେର ବାର୍ଷିକୋତ୍ସବ:ସର୍ବ ଭାରତୀୟ ଅଧ୍ୟକ୍ଷ ଓ ମହା ସଚିବଙ୍କୁ ସ୍ୱାଗତ appeared first on Odisha.News.

ଆଜି ଏସୟୁଜେର ବାର୍ଷିକୋତ୍ସବ:ସର୍ବ ଭାରତୀୟ ଅଧ୍ୟକ୍ଷ ଓ ମହା ସଚିବଙ୍କୁ ସ୍ୱାଗତ

ଭୁବନେଶ୍ବର:ଆଜି ଷ୍ଟେଟ ୟୁନିୟନ ଅଫ ଜୋର୍ନାଲିଷ୍ଟ(ଏସୟୁଜେ)ର ବାର୍ଷିକ ଉତ୍ସବ ପାଳନ ହେଉନି। ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଉତ୍ସବରେ ଯୋଗ ଦେବାକୁ ଜାତୀୟ ସାମ୍ବାଦିକ ୟୁନିଅନର ସର୍ବ ଭାରତୀୟ ଅଧ୍ୟକ୍ଷ ଅଶୋକ ମଲ୍ଲିକ ଓ ମହାସଚିବ ସୁରେଶ ଶର୍ମା ଗତ ସନ୍ଧ୍ୟାରେ ଭୁବନେଶ୍ୱର ରେ ପହଞ୍ଚିଛନ୍ତି। ସେମାନଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦର ରେ ଏସୟୁଜେ ଓଡ଼ିଶା ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା।ଏହି ସମୟରେ ରାଜ୍ୟ ସଭାପତି କୈଳାସ ନାୟକ,ସାଧାରଣ ସଂପାଦକ ପ୍ରଶାନ୍ତ ପାଢ଼ୀଙ୍କ ସମେତ ୟୁନିୟନର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଭାରତୀୟ ଅଧ୍ୟକ୍ଷ ଓ ମହା ସଚିବଙ୍କୁ ସ୍ୱାଗତ ଜଣାଇଛନ୍ତି।

The post ଆଜି ଏସୟୁଜେର ବାର୍ଷିକୋତ୍ସବ:ସର୍ବ ଭାରତୀୟ ଅଧ୍ୟକ୍ଷ ଓ ମହା ସଚିବଙ୍କୁ ସ୍ୱାଗତ appeared first on Odisha.News.