ଆଜି କିମ୍ୱା କାଲି ସ୍ପଷ୍ଟ ହେବ ରତ୍ନଭଣ୍ଡାର ଏସ୍ଓପି, ବିଭିନ୍ନ ଦିଗ ଉପରେ ଚାଲିଛି ତଜର୍ମା: ଆଇନମନ୍ତ୍ରୀ
ଭୁବନେଶ୍ୱର ୧୨/୦୭: ଆଜି କିମ୍ବା ଆସନ୍ତା କାଲି ସ୍ପଷ୍ଟ ହେବ ରତ୍ନ ଭଣ୍ଡାର sop । ଆଇନଗତ ଓ ବିଭିନ୍ନ ଦିଗ ଉପରେ ଚାଲିଛି ତର୍ଜମା । ଏ ନେଇ ସୁଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆସନ୍ତା ୧୪ରେ ରତ୍ନଭଣ୍ତାର ଖୋଲିବା ନିଷ୍ପତ୍ତି ନିଆଯାଇଛି । ସୁଚନା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ବଢୁଛି ଉତ୍କଣ୍ଠା । ବିଧିବଦ୍ଧ ତାରିଖ ଘୋଷଣାକୁ ଲକ୍ଷ ଲକ୍ଷ ଜଗ୍ନନାଥପ୍ରେମୀଙ୍କ ଅପେକ୍ଷା । ଧାର୍ୟ୍ୟ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କହିଲେ ଆଇନ ମନ୍ତ୍ରୀ । ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟିରେ ନିଷ୍ପତି ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରିସାରିଛି। ଏହି ପ୍ରସ୍ତାବ ସରକାରଙ୍କ ପାଖରେ ପହଁଚିଲା ପରେ ଏନେଇ ବିଧିବଦ୍ଧ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏନେଇ ସରକାରୀ ସ୍ତରରେ ବିଜ୍ଞପ୍ତି ବାହାରିବାକୁ ଥିବା ବେଳେ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଯାଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ପ୍ରତିକ୍ରିୟା ରଖିଛନ୍ତି । ବଡ଼ ଠାକୁର ତଳେ ପଡ଼ିବା ଘଟଣାରେ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ଏହା
ଭୁବନେଶ୍ୱର ୧୨/୦୭: ଆଜି କିମ୍ବା ଆସନ୍ତା କାଲି ସ୍ପଷ୍ଟ ହେବ ରତ୍ନ ଭଣ୍ଡାର sop । ଆଇନଗତ ଓ ବିଭିନ୍ନ ଦିଗ ଉପରେ ଚାଲିଛି ତର୍ଜମା । ଏ ନେଇ ସୁଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆସନ୍ତା ୧୪ରେ ରତ୍ନଭଣ୍ତାର ଖୋଲିବା ନିଷ୍ପତ୍ତି ନିଆଯାଇଛି ।
ସୁଚନା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ବଢୁଛି ଉତ୍କଣ୍ଠା । ବିଧିବଦ୍ଧ ତାରିଖ ଘୋଷଣାକୁ ଲକ୍ଷ ଲକ୍ଷ ଜଗ୍ନନାଥପ୍ରେମୀଙ୍କ ଅପେକ୍ଷା । ଧାର୍ୟ୍ୟ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କହିଲେ ଆଇନ ମନ୍ତ୍ରୀ । ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟିରେ ନିଷ୍ପତି ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରିସାରିଛି।
ଏହି ପ୍ରସ୍ତାବ ସରକାରଙ୍କ ପାଖରେ ପହଁଚିଲା ପରେ ଏନେଇ ବିଧିବଦ୍ଧ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏନେଇ ସରକାରୀ ସ୍ତରରେ ବିଜ୍ଞପ୍ତି ବାହାରିବାକୁ ଥିବା ବେଳେ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଯାଉଛନ୍ତି ।
ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ପ୍ରତିକ୍ରିୟା ରଖିଛନ୍ତି । ବଡ଼ ଠାକୁର ତଳେ ପଡ଼ିବା ଘଟଣାରେ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ଏହା ପରେ ତଦନ୍ତ ଚାଲିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।