ଆଜି ଗଞ୍ଜାମରେ ଗଡ଼ିବ ଲକ୍ଷ୍ମୀ
ଛତ୍ରପୁର,୨୧।୨(ଦିଲୀପ ସାମଲ ): ଗଞ୍ଜାମ ଜିଲାରେ ଗଡିବ ଲକ୍ଷ୍ମୀ ବସ୍। ଏହାକୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଜିଲା ସଦର ମହକୁମା ଛତ୍ରପୁରରୁ ଏହାର ଶୁଭାରମ୍ଭ ହେବ। ଗଞ୍ଜାମ ଜିଲାର ୧୨୪ଟି ରୁଟ୍ରେ ୧୨୪ ଲକ୍ଷ୍ମୀ ବସ୍ ଚାଲିବାକୁ ଥିବା ବେଳେ ପ୍ରଥମେ ୪୭ଟି ବସ୍ ଗଡିବ ପରେ ପ୍ରଯ୍ୟାୟ କ୍ରମେ ଅନ୍ୟ ସବୁ ପଞ୍ଚୟତରେ ଏହି ବସ୍ ଗଡିବ ବୋଲି ସୂଚନା ମିଳିଛି । The post ଆଜି ଗଞ୍ଜାମରେ ଗଡ଼ିବ ଲକ୍ଷ୍ମୀ appeared first on Dharitri Odia News.
ଛତ୍ରପୁର,୨୧।୨(ଦିଲୀପ ସାମଲ ): ଗଞ୍ଜାମ ଜିଲାରେ ଗଡିବ ଲକ୍ଷ୍ମୀ ବସ୍। ଏହାକୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଜିଲା ସଦର ମହକୁମା ଛତ୍ରପୁରରୁ ଏହାର ଶୁଭାରମ୍ଭ ହେବ। ଗଞ୍ଜାମ ଜିଲାର ୧୨୪ଟି ରୁଟ୍ରେ ୧୨୪ ଲକ୍ଷ୍ମୀ ବସ୍ ଚାଲିବାକୁ ଥିବା ବେଳେ ପ୍ରଥମେ ୪୭ଟି ବସ୍ ଗଡିବ ପରେ ପ୍ରଯ୍ୟାୟ କ୍ରମେ ଅନ୍ୟ ସବୁ ପଞ୍ଚୟତରେ ଏହି ବସ୍ ଗଡିବ ବୋଲି ସୂଚନା ମିଳିଛି ।
The post ଆଜି ଗଞ୍ଜାମରେ ଗଡ଼ିବ ଲକ୍ଷ୍ମୀ appeared first on Dharitri Odia News.