ଆଜି ଜିଏସ୍ଟି ପରିଷଦ ବୈଠକ
ନୂଆଦିଲ୍ଲୀ,୯।୯ (ଅଭୟ ଦାଶ): ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍ଟି କାଉନସିଲର ୫୪ ତମ ବୈଠକ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍ଟି କାଉନସିଲର ୫୪ତମ ବୈଠକରେ ସ୍ବାସ୍ଥ୍ୟ ଓ ଜୀବନ ବୀମା ପଲିସିର ଟିକସ ଛାଡ ଓ ନିୟାମକ ଉପରେ ବିସ୍ତୃତ ଆଲୋଚନା ହେବ। ଏପରିକି ଦେଶର ଅର୍ଥନୀତି ଓ ଟିକସ […] The post ଆଜି ଜିଏସ୍ଟି ପରିଷଦ ବୈଠକ appeared first on Dharitri Odia News.
ନୂଆଦିଲ୍ଲୀ,୯।୯ (ଅଭୟ ଦାଶ): ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍ଟି କାଉନସିଲର ୫୪ ତମ ବୈଠକ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍ଟି କାଉନସିଲର ୫୪ତମ ବୈଠକରେ ସ୍ବାସ୍ଥ୍ୟ ଓ ଜୀବନ ବୀମା ପଲିସିର ଟିକସ ଛାଡ ଓ ନିୟାମକ ଉପରେ ବିସ୍ତୃତ ଆଲୋଚନା ହେବ। ଏପରିକି ଦେଶର ଅର୍ଥନୀତି ଓ ଟିକସ ବ୍ୟବସ୍ଥାର ସୁଧାର ପାଇଁ ସରକାର ନୂତନ ନୀତି ଓ ନିୟମ ପ୍ରଣୟନ ପାଇଁ ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରିଥାଏ।
The post ଆଜି ଜିଏସ୍ଟି ପରିଷଦ ବୈଠକ appeared first on Dharitri Odia News.