ଆଜିଠୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ବୁଧବାରଠୁ କରାଚୀରେ ଆରମ୍ଭ ହେବ। ପ୍ରଥମ ଦିନରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ଯରେ ଖେଳାଯିବ ମ୍ୟାଚ। ତେବେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବାରୁ ଏହା ହାଇବ୍ରିଡ୍ ମଡେଲରେ ହେଉଛି। ଭାରତ ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। The post ଆଜିଠୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ appeared first on Odisha.News.
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ବୁଧବାରଠୁ କରାଚୀରେ ଆରମ୍ଭ ହେବ। ପ୍ରଥମ ଦିନରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ଯରେ ଖେଳାଯିବ ମ୍ୟାଚ। ତେବେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବାରୁ ଏହା ହାଇବ୍ରିଡ୍ ମଡେଲରେ ହେଉଛି। ଭାରତ ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ।
The post ଆଜିଠୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ appeared first on Odisha.News.