ଆଜିଠୁ ଦେବଗୁରୁ ବୃହସ୍ପତିଙ୍କ ଚଳନ
ଗ୍ରହରାଜ ଶନିଙ୍କ ପରେ ଆଜି ଦେବ ଗୁରୁ ବୃହସ୍ପତିଙ୍କ ଚଳନ। ଆଜି ରାତି ୧୦ଟା ୩୩ରେ ବୃହସ୍ପତି ମିଥୁନ ରାଶିକୁ ଚଳନ କରିବେ। ଏଥାପାଇଁ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ମିଳିବ ଶୁଭଫଳ ଓ କାହାକୁ ମିଳିବ ଅଶୁଭତ୍ବ। ତାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ଭିତରେ ଜ୍ୟୋତିର୍ବ୍ବିଦ୍ ବତାଇଛନ୍ତି ପ୍ରତିକାର ବାଟ।