ଆଠଗଡ଼ରେ ଜଜ୍‌ଙ୍କ ଘରୁ ଲୁଟି ନେଲେ ଦୁର୍ବୃତ୍ତ

ଆଠଗଡ: ଆଠଗଡ଼ (JMFC ) ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ସମ୍ୱେଦନା ସମ୍ବିତିଙ୍କ ଘରୁ ଚୋରି ହୋଇଛି। ରବିବାର ସନ୍ଧ୍ୟାରେ ଆଠଗଡ଼ ଚାନ୍ଦବାଲି ଛକ ସରକାରୀ ବାସଭବନରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି । ଚୋରି  ନେଇ ଆଠଗଡ଼ ପୋଲିସ୍ ତଦନ୍ତ କରୁଛି। ବିଭିନ୍ନ ମୂଲ୍ୟ ବାନ ସାମଗ୍ରୀ ଚୋରି ହୋଇଥିବା ପ୍ରାଥମିକ ତଦନ୍ତରୁ ଆକଳନ କରୁଛି ପୋଲିସ୍। ଘଟଣାସ୍ଥଳରେ ଆଠଗଡ଼ SDPO ଓ IICଙ୍କ ସହ ପୋଲିସ୍ ଫୋର୍ସ ଅଛନ୍ତି।  