ନେହେରୁବଙ୍ଗଳା ମହାନଦୀ ମୁହାଣରେ ଭାସିଗଲା ବୋଟ୍, ସବୁ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର
ପାରାଦୀପ: ମହାନଦୀ ମୁହାଣରେ ବୋଟ ଭାସିଯିବା ଘଟଣା । ବୋଟରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ କରାଗଲା ଉଦ୍ଧାର । ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସଆରସି। ଶୁକ୍ରବାର ଅପରାହରେ ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଶ୍ରୀକ୍ଷେତ୍ର ନାମକ ଏହି ବୋଟ୍ ଭାସିଯାଇଥିଲା ।ସୂଚନାଥାଉକି, ବୋଟଟି ମଝି ସମୁଦରେ ଖରାପ ହୋଇଯାଇଥିଲା। ଏହି ସମୟରେ ବୋଟ୍ରେ ୭ରୁ ୮ଜଣ ମତ୍ସ୍ୟଜୀବୀ ରହିଥିଲେ। ତେବେ ଖରାପ ବୋଟକୁ ଗୋପାଳଜୀୟୁ-୬ ନାମକ ବୋଟ୍ କୂଳକୁ ଟାଣି ଆଣୁଥିଲା । ହେଲେ ଦଉଡି ଛିଡିଯିବାରୁ ବୋଟ୍ ଭାସିଯାଇଥିଲା।You Can Read:ରୋଷେଇ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଗୁରୁତର ମହିଳା ମେଡିକାଲରେ ଭର୍ତ୍ତି
ପାରାଦୀପ: ମହାନଦୀ ମୁହାଣରେ ବୋଟ ଭାସିଯିବା ଘଟଣା । ବୋଟରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ କରାଗଲା ଉଦ୍ଧାର । ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସଆରସି। ଶୁକ୍ରବାର ଅପରାହରେ ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଶ୍ରୀକ୍ଷେତ୍ର ନାମକ ଏହି ବୋଟ୍ ଭାସିଯାଇଥିଲା ।
ସୂଚନାଥାଉକି, ବୋଟଟି ମଝି ସମୁଦରେ ଖରାପ ହୋଇଯାଇଥିଲା। ଏହି ସମୟରେ ବୋଟ୍ରେ ୭ରୁ ୮ଜଣ ମତ୍ସ୍ୟଜୀବୀ ରହିଥିଲେ। ତେବେ ଖରାପ ବୋଟକୁ
ଗୋପାଳଜୀୟୁ-୬ ନାମକ ବୋଟ୍ କୂଳକୁ ଟାଣି ଆଣୁଥିଲା । ହେଲେ ଦଉଡି ଛିଡିଯିବାରୁ ବୋଟ୍ ଭାସିଯାଇଥିଲା।
You Can Read:
ରୋଷେଇ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଗୁରୁତର ମହିଳା ମେଡିକାଲରେ ଭର୍ତ୍ତି