ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୧୨ ଆହତ
କାବୁଲ,୨୧ା୩: ଗୁରୁବାର ଆଫଗାନିସ୍ତାନର କାନ୍ଦାହାର ସହରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜଣେ ପ୍ରାଦେଶିକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦେଶକୁ ଶାସନ କରୁଥିବା ତାଲିବାନ ଅଧିକାରୀଙ୍କ ଗଡ଼ ଭାବରେ କାନ୍ଦାହାର ସହର ବିବେଚନା କରାଯାଏ। କିଏ ଏହି ବିସ୍ଫୋରଣ ଘଟାଇଛି ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ। ଏଥି ସହିତ ମାର୍ଚ୍ଚ ୧୧ରେ ରମଜାନ ମାସ ଆରମ୍ଭରୁ ସାରା ଦେଶରେ ଅନେକ ବିସ୍ଫୋରଣ ଘଟିଥିବାର ସୂଚନା […] The post ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୧୨ ଆହତ appeared first on Dharitri Odia News.
କାବୁଲ,୨୧ା୩: ଗୁରୁବାର ଆଫଗାନିସ୍ତାନର କାନ୍ଦାହାର ସହରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜଣେ ପ୍ରାଦେଶିକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦେଶକୁ ଶାସନ କରୁଥିବା ତାଲିବାନ ଅଧିକାରୀଙ୍କ ଗଡ଼ ଭାବରେ କାନ୍ଦାହାର ସହର ବିବେଚନା କରାଯାଏ।
କିଏ ଏହି ବିସ୍ଫୋରଣ ଘଟାଇଛି ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ। ଏଥି ସହିତ ମାର୍ଚ୍ଚ ୧୧ରେ ରମଜାନ ମାସ ଆରମ୍ଭରୁ ସାରା ଦେଶରେ ଅନେକ ବିସ୍ଫୋରଣ ଘଟିଥିବାର ସୂଚନା ମିଳିଛି, କିଛି ତାଲିବାନ ଅଧିକାରୀଙ୍କ ଦ୍ୱାରା ପ୍ରମାଣିତ ହୋଇଛି।
The post ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୧୨ ଆହତ appeared first on Dharitri Odia News.