ଆନନ୍ଦପୁର ପୌରାଞ୍ଚଳରେ ହୋଟେଲ ଓ ଢାବାରେ ଚଢାଉ, ମିଳିଲା ପୁଳ ପୁଳା ବାସି ଖାଦ୍ୟ

ଆନନ୍ଦପୁର ୧୭।୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଡାଇରିଆ ସ୍ଥିତିକୁ ଦୃଷ୍ଟିରେ ରଖି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଓ ଢାବା ମାନଙ୍କରେ ଚଢାଉ କରାଯାଇଛି । କେନ୍ଦୁଝର ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ଆନନ୍ଦପୁର ପୌରପାଳିକା ମିଳିତ ଚଢାଉ କରିଛନ୍ତି । ଯାଞ୍ଚ ସମୟରେ ନିର୍ଦ୍ଧିଷ୍ଟ କେତେକ ହୋଟେଲରୁ ବାହାରିଲା ପୁଳାପୁଳା ବାସି ଖାଦ୍ୟ । ଏହିସବୁ ରନ୍ଧା ବାସି ଖାଦ୍ୟ, ବାସି ମାଛ, କଙ୍କଡା, ଚିକେନ ଓ ଖାଦ୍ୟରେ ବ୍ୟବହୃତ ରଙ୍ଗକୁ ଜବତ କରଯାଇ ଫୋପାଡି ନଷ୍ଟ କରାଯାଇଛି । ବାସିଖାଦ୍ୟ ବାହରିଥିବା ହୋଟେଲ ମାନଙ୍କୁ ଫାଇନ୍ କରାଯାଇଛି । ଏଥିସହ ହୋଟେଲ୍ ମାନଙ୍କରେ ରୋଷେଇ ପାଇଁ ବ୍ୟବହୃତ ପାଣି ଓ ପିଇବା ପାଣିର ନମୁନା ସଂଗ୍ରହ କରିଛି ଟିମ୍ ।ଅନ୍ୟପଟେ ଡାଇରିଆକୁ ଦୃଷ୍ଟିରେ ରଖି ପୌରାଞ୍ଚଳରେ ଥିବା ସମସ୍ତ ଷ୍ଟ୍ରିଟ୍ ଫୁଡ୍ ଦୋକାନକୁ ବୁଧବାର ଠାରୁ   ୭ଦିନ ପାଇଁ ବନ୍ଦ କରାଯିବ ବୋଲି ପୌରପାଳିକା ସାନିଟାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।You Can Read:ରାଜସ୍ବ ଆଇନରେ ସଂସ୍କାର : ୭୦୦୦ ଜମି କିସମ କମି ୨୭ରେ ରଖାଯିବ 

ଆନନ୍ଦପୁର ପୌରାଞ୍ଚଳରେ ହୋଟେଲ ଓ ଢାବାରେ ଚଢାଉ, ମିଳିଲା ପୁଳ ପୁଳା ବାସି ଖାଦ୍ୟ

ଆନନ୍ଦପୁର ୧୭।୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଡାଇରିଆ ସ୍ଥିତିକୁ ଦୃଷ୍ଟିରେ ରଖି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଓ ଢାବା ମାନଙ୍କରେ ଚଢାଉ କରାଯାଇଛି । କେନ୍ଦୁଝର ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ଆନନ୍ଦପୁର ପୌରପାଳିକା ମିଳିତ ଚଢାଉ କରିଛନ୍ତି । ଯାଞ୍ଚ ସମୟରେ ନିର୍ଦ୍ଧିଷ୍ଟ କେତେକ ହୋଟେଲରୁ ବାହାରିଲା ପୁଳାପୁଳା ବାସି ଖାଦ୍ୟ । ଏହିସବୁ ରନ୍ଧା ବାସି ଖାଦ୍ୟ, ବାସି ମାଛ, କଙ୍କଡା, ଚିକେନ ଓ ଖାଦ୍ୟରେ ବ୍ୟବହୃତ ରଙ୍ଗକୁ ଜବତ କରଯାଇ ଫୋପାଡି ନଷ୍ଟ କରାଯାଇଛି । ବାସିଖାଦ୍ୟ ବାହରିଥିବା ହୋଟେଲ ମାନଙ୍କୁ ଫାଇନ୍ କରାଯାଇଛି । ଏଥିସହ ହୋଟେଲ୍ ମାନଙ୍କରେ ରୋଷେଇ ପାଇଁ ବ୍ୟବହୃତ ପାଣି ଓ ପିଇବା ପାଣିର ନମୁନା ସଂଗ୍ରହ କରିଛି ଟିମ୍ ।

ଅନ୍ୟପଟେ ଡାଇରିଆକୁ ଦୃଷ୍ଟିରେ ରଖି ପୌରାଞ୍ଚଳରେ ଥିବା ସମସ୍ତ ଷ୍ଟ୍ରିଟ୍ ଫୁଡ୍ ଦୋକାନକୁ ବୁଧବାର ଠାରୁ   ୭ଦିନ ପାଇଁ ବନ୍ଦ କରାଯିବ ବୋଲି ପୌରପାଳିକା ସାନିଟାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।

You Can Read:

ରାଜସ୍ବ ଆଇନରେ ସଂସ୍କାର : ୭୦୦୦ ଜମି କିସମ କମି ୨୭ରେ ରଖାଯିବ