ଆନନ୍ଦପୁର ହଦଗଡ ଜଙ୍ଗଲରେ ନିଆଁ, ବିପଦରେ ବନ୍ୟଜନ୍ତୁ
ଆନନ୍ଦପୁର୨୨/୪: ହଦଗଡ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ନିଆଁ ଲାଗିଛି । ହୁତୁହୁତୁ ହୋଇ ଜଙ୍ଗଲ ଜଳୁଛି । ନିଆଁ ଆୟତ୍ତ କରିବାକୁ ଲାଗିଛନ୍ତି ବନବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ । ଅତ୍ୟଧିକ ଗରମ ସହ ନିଆଁର ପ୍ରକୋପ ବଢୁଥିବାରୁ ବିପଦରେ ଜୀବଜନ୍ତୁଙ୍କ ଜୀବନ । ନିଆଁ କେମିତି ଲାଗିଲା, କିଏ ଲଗାଇଲା ଏ ଯାଏ ସ୍ପଷ୍ଟ ହୋଇନି । ଅଭୟାରଣ୍ୟ ପାଖାପାଖି ରହୁଥିବା ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଅନୁରୋଧ କରିଛି ବନ ବିଭାଗ ।ଖୁବଶୀଘ୍ର ନିଆଁ ଆୟତ୍ତ ହେବା ନେଇ ସୂଚନା ଦେଇଛି ବନ ବିଭାଗ । You Can Read: ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ, ବିପୁଳ ମାଓ ସାମଗ୍ରୀ ଜବତ
ଆନନ୍ଦପୁର୨୨/୪: ହଦଗଡ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ନିଆଁ ଲାଗିଛି । ହୁତୁହୁତୁ ହୋଇ ଜଙ୍ଗଲ ଜଳୁଛି । ନିଆଁ ଆୟତ୍ତ କରିବାକୁ ଲାଗିଛନ୍ତି ବନବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ । ଅତ୍ୟଧିକ ଗରମ ସହ ନିଆଁର ପ୍ରକୋପ ବଢୁଥିବାରୁ ବିପଦରେ ଜୀବଜନ୍ତୁଙ୍କ ଜୀବନ । ନିଆଁ କେମିତି ଲାଗିଲା, କିଏ ଲଗାଇଲା ଏ ଯାଏ ସ୍ପଷ୍ଟ ହୋଇନି । ଅଭୟାରଣ୍ୟ ପାଖାପାଖି ରହୁଥିବା ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଅନୁରୋଧ କରିଛି ବନ ବିଭାଗ ।ଖୁବଶୀଘ୍ର ନିଆଁ ଆୟତ୍ତ ହେବା ନେଇ ସୂଚନା ଦେଇଛି ବନ ବିଭାଗ ।
You Can Read: ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ, ବିପୁଳ ମାଓ ସାମଗ୍ରୀ ଜବତ