ଆନ୍ତଃର୍ଜାତୀୟ ମାର୍ଶାଲ ଆର୍ଟ-୨୦୨୪ରେ ତନୟା ହାସଲ କଲେ ବ୍ରୋଞ୍ଚ ପଦକ

ନୂଆପଡା:ଷଷ୍ଠ ଆନ୍ତର୍ଜାତୀୟ ମାର୍ଶାଲ ଆର୍ଟ ଖେଳ ୨୦୨୪ ପ୍ରତିଯୋଗିତାରେ ନୂଆପଡ଼ା ଖରିଆଡ ରୋଡର ଝିଅ ତନୟା ଶ୍ରୀବାସ୍ତବ ବ୍ରୋଞ୍ଚ ପଦକ ହାସଲ କରି ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି।ସେ ନୂଆପଡ଼ା ଜିଲ୍ଲା ଖରିଆଡ ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନିବାସୀ ତନୟା ଶ୍ରୀବାସ୍ତବ।ଷଷ୍ଠ ଆନ୍ତର୍ଜାତିକ ମାର୍ଶାଲ ଆର୍ଟ ପ୍ରତିଯୋଗିତା ୨୦୨୪ ଥାଇଲାଣ୍ଡ ପଦକ ସେ ହାସଲ କରିଛନ୍ତି। ଏହି ଖେଳ ରେ ତନୟା ବ୍ରୋଞ୍ଚ ପଦକ ହାସଲ, କରି ନିଜ ଜିଲ୍ଲା ନୂଆଁପଡା ସହିତ […] The post ଆନ୍ତଃର୍ଜାତୀୟ ମାର୍ଶାଲ ଆର୍ଟ-୨୦୨୪ରେ ତନୟା ହାସଲ କଲେ ବ୍ରୋଞ୍ଚ ପଦକ appeared first on Odisha.News.

ଆନ୍ତଃର୍ଜାତୀୟ ମାର୍ଶାଲ ଆର୍ଟ-୨୦୨୪ରେ ତନୟା ହାସଲ କଲେ ବ୍ରୋଞ୍ଚ ପଦକ

ନୂଆପଡା:ଷଷ୍ଠ ଆନ୍ତର୍ଜାତୀୟ ମାର୍ଶାଲ ଆର୍ଟ ଖେଳ ୨୦୨୪ ପ୍ରତିଯୋଗିତାରେ ନୂଆପଡ଼ା ଖରିଆଡ ରୋଡର ଝିଅ ତନୟା ଶ୍ରୀବାସ୍ତବ ବ୍ରୋଞ୍ଚ ପଦକ ହାସଲ କରି ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି।ସେ ନୂଆପଡ଼ା ଜିଲ୍ଲା ଖରିଆଡ ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନିବାସୀ ତନୟା ଶ୍ରୀବାସ୍ତବ।ଷଷ୍ଠ ଆନ୍ତର୍ଜାତିକ ମାର୍ଶାଲ ଆର୍ଟ ପ୍ରତିଯୋଗିତା ୨୦୨୪ ଥାଇଲାଣ୍ଡ ପଦକ ସେ ହାସଲ କରିଛନ୍ତି। ଏହି ଖେଳ ରେ ତନୟା ବ୍ରୋଞ୍ଚ ପଦକ ହାସଲ, କରି ନିଜ ଜିଲ୍ଲା ନୂଆଁପଡା ସହିତ ଓଡିଶାର ଟେକ ବଢ଼ାଇ ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି।ଏଥିପାଇଁ ତାଙ୍କୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି।

The post ଆନ୍ତଃର୍ଜାତୀୟ ମାର୍ଶାଲ ଆର୍ଟ-୨୦୨୪ରେ ତନୟା ହାସଲ କଲେ ବ୍ରୋଞ୍ଚ ପଦକ appeared first on Odisha.News.