ଆପଣଙ୍କ ଇ-ମେଲ ଆଇଡି ଲିକ୍‌ ହୋଇଛି ନା ନାହିଁ, ନିଜ ଫୋନରେ ଏପରି କରନ୍ତୁ ଚେକ୍‌

ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ୍‌ ଅଛି ତାହେଲେ ନିଶ୍ଚିତ ଭାବେ ଆପଣଙ୍କ ପାଖରେ ଇମେଲ ଆଇଡି ଥିବ । ତେବେ ଇମେଲ ଆଇଡି ଲିକ୍‌ ହେବା ବହୁତ ସାଧାରଣ କଥା । ଯଦିଓ ଆପଣ ମାତ୍ର କିଛି ସେକେଣ୍ଡରେ ପତ୍ତା ଲଗାଇ ପାରିବେ ଯେ ଆପଣଙ୍କ ଇମେଲ ଆଇଡି କୌଣସି ଡାଟା ଲିକରେ ଲିକ୍‌ ହୋଇଛି ନା ନାହିଁ । ଡାଟା ଲିକ୍‌ ହେବା ଆଜିର ତାରିଖରେ କୌଣସି ବଡ କଥା ନୁହେଁ । ପ୍ରାୟତଃ ସମୟରେ […] The post ଆପଣଙ୍କ ଇ-ମେଲ ଆଇଡି ଲିକ୍‌ ହୋଇଛି ନା ନାହିଁ, ନିଜ ଫୋନରେ ଏପରି କରନ୍ତୁ ଚେକ୍‌ appeared first on KNews Odisha.

ଆପଣଙ୍କ ଇ-ମେଲ ଆଇଡି ଲିକ୍‌ ହୋଇଛି ନା ନାହିଁ, ନିଜ ଫୋନରେ ଏପରି କରନ୍ତୁ ଚେକ୍‌
email

ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ୍‌ ଅଛି ତାହେଲେ ନିଶ୍ଚିତ ଭାବେ ଆପଣଙ୍କ ପାଖରେ ଇମେଲ ଆଇଡି ଥିବ । ତେବେ ଇମେଲ ଆଇଡି ଲିକ୍‌ ହେବା ବହୁତ ସାଧାରଣ କଥା । ଯଦିଓ ଆପଣ ମାତ୍ର କିଛି ସେକେଣ୍ଡରେ ପତ୍ତା ଲଗାଇ ପାରିବେ ଯେ ଆପଣଙ୍କ ଇମେଲ ଆଇଡି କୌଣସି ଡାଟା ଲିକରେ ଲିକ୍‌ ହୋଇଛି ନା ନାହିଁ । ଡାଟା ଲିକ୍‌ ହେବା ଆଜିର ତାରିଖରେ କୌଣସି ବଡ କଥା ନୁହେଁ । ପ୍ରାୟତଃ ସମୟରେ ସୋସିଆଲ ମିଡିଆ ସାଇଟରୁ ଡାଟା ଚୋରି ହେଉଛି ଏବଂ ଏହି ଡାଟାକୁ ଡାର୍କ େଓ୍ଵବ ଜରିଆରେ ବିକ୍ରି କରାଯାଇ ବିଭିନ୍ନ ଅନୈିତିକ କାମରେ ବ୍ୟବହାର କରାଯାଉଛି । ଆପଣଙ୍କୁୁ ଫସାଇବାକୁ ଡାଟାର ବ୍ୟବହାର କରାଯାଉଛି ।

ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ୍‌ ଅଛି ତାନିଶ୍ଚିତ ଭାବେ ଆପଣଙ୍କ ପାଖରେ ଇମେଲ ଆଇଡି ଥିବ । ତେବେ ଇମେଲ ଆଇଡି ଲିକ୍‌ ହେବା ବହୁତ ସାଧାରଣ କଥା । ଯଦିଓ ଆପଣ ମାତ୍ର କିଛି ସେକେଣ୍ଡରେ ପତ୍ତା ଲଗାଇ ପାରିବେ ଯେ ଆପଣଙ୍କ ଇମେଲ ଆଇଡି କୌଣସି ଡାଟା ଲିକରେ ଲିକ୍‌ ହୋଇଛି ନା ନାହିଁ । ତାହେଲେ ଆସନ୍ତୁ ଜାଣିବା କେମିତି ।

କେଉଁ ଡାଟା ଲିକରେ ସାମିଲ ଅଛି ଆପଣଙ୍କ ଇମେଲ ଆଇଡି?

ଯଦି ଆପଣଙ୍କୁ ସନ୍ଦେହ ହେଉଛି କିମ୍ବା ନିଜର ସେଫ୍ଟି ପାଇଁ ଏମିତି ଚେକ୍‌ କରିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ଇମେଲ ଆଇଡି କୌଣସି ଡାଟା ଲିକରେ ସାମିଲ ଅଛି ନା ନାହିଁ । ତାହେଲେ ଆପଣ ଏହି ଲିଙ୍କ haveibeenpwned.com ରେ କ୍ଲିକ କରନ୍ତୁ । ଏବେ ଆପଣଙ୍କ ସାମ୍ନାରେ ଏକ ପେଜ ଖୋଲିବ, ଯାହା ଉପରେ have i been pwned? ଲେଖା ଥିବ ।

ଏବେ ଏହା ତଳେ ଥିବା ସର୍ଚ୍ଚ ବାରରେ ନିଜ ଜିମେଲ ଆଇଡି ଦିଅନ୍ତୁ ଏବଂ pwned ବଟନ ଉପରେ କ୍ଲିକ କରନ୍ତୁ । କିଛି ସେକେଣ୍ଡରେ ଆପଣଙ୍କ ଡେସ୍କଟପ୍‌ ସ୍କ୍ରିନ୍‌ ଉପରେ ଦେଖାଯିବ ଯେ ଆପଣଙ୍କ ଇମେଲ ଆଇଡି ଲିକ୍‌ ହୋଇଛି ନା ନାହିଁ । ଯଦି ଆପଣଙ୍କ ଆଇଡି ଲିକ୍‌ ହୋଇଥିବ ତାହେଲେ ପୂରା ସ୍କ୍ରୀନ ରେଡ୍‌ ହୋଇଯିବ । ନଚେତ ଆପଣଙ୍କ ସାମ୍ନାରେ ଲେଖା ଆସିବ “Good news – no pwnage found!”।

 

The post ଆପଣଙ୍କ ଇ-ମେଲ ଆଇଡି ଲିକ୍‌ ହୋଇଛି ନା ନାହିଁ, ନିଜ ଫୋନରେ ଏପରି କରନ୍ତୁ ଚେକ୍‌ appeared first on KNews Odisha.