ରାଇପୁରରେ ବସିବ ବୈଠକ, ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ଅଗଷ୍ଟ ୨୪ ରାୟପୁରରେ ବସିବ ଆଣ୍ଟି ନକ୍ସଲ ସମନ୍ବୟ ବୈଠକ । ୬ ରାଜ୍ୟର ଅଧିକାରୀଙ୍କୁ ନେଇ ଛତିଶଗଡ଼ର ରାୟପୁରରେ ବସିବ ବୈଠକ ।  ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।  ବୈଠକରେ ଯୋଗ ଦେଇପାରନ୍ତି ଓଡ଼ିଶା ମୁଖ୍ୟ ଶାଚନ ସଚିବ ମନୋଜ ଆହୁଜା ଓ ଡିଜି ୱାଇ ବି ଖୁରାନିଆ ।  ଓଡ଼ିଶା ସହ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ମୁଖ୍ୟ ସଚିବ ଓ ଡିଜି ଯୋଗ ଦେବେ । The post ରାଇପୁରରେ ବସିବ ବୈଠକ, ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ appeared first on KNews Odisha.

ରାଇପୁରରେ ବସିବ ବୈଠକ, ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Amit saha

ଆସନ୍ତା ଅଗଷ୍ଟ ୨୪ ରାୟପୁରରେ ବସିବ ଆଣ୍ଟି ନକ୍ସଲ ସମନ୍ବୟ ବୈଠକ । ୬ ରାଜ୍ୟର ଅଧିକାରୀଙ୍କୁ ନେଇ ଛତିଶଗଡ଼ର ରାୟପୁରରେ ବସିବ ବୈଠକ ।  ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।  ବୈଠକରେ ଯୋଗ ଦେଇପାରନ୍ତି ଓଡ଼ିଶା ମୁଖ୍ୟ ଶାଚନ ସଚିବ ମନୋଜ ଆହୁଜା ଓ ଡିଜି ୱାଇ ବି ଖୁରାନିଆ ।  ଓଡ଼ିଶା ସହ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ମୁଖ୍ୟ ସଚିବ ଓ ଡିଜି ଯୋଗ ଦେବେ ।

The post ରାଇପୁରରେ ବସିବ ବୈଠକ, ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ appeared first on KNews Odisha.