ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ବୈଠକ ଡାକିଲେ ରାଜ୍ୟ ସରକାର, ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର ୨୯।୭: ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ବଡ଼ ବୈଠକ ଡାକିଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୁଧବାର ଅପରାହ୍ନ ୩ଟା ୩୦ ମିନିଟରେ ଲୋକସେବା ଭବନରେ ବସିବ ବୈଠକ । ରେରା ଆଇନ ସହ ଜଡ଼ିତ ୫ଟି ବିଷୟ ବସ୍ତୁକୁ ନେଇ ବୈଠକରେ ଆଲୋଚନା ହେବ । ଏହି ବୈଠକରେ ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ଓରେରା, ବିଡ଼ିଏ, ବିଏମସି, ଟାଉନ ପ୍ଲାନିଂ, ୱାଟକୋ ଭଳି ବିଭିନ୍ନ ବିଭାଗର ଅଧିକାରୀ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।You Can Read:ଜାତୀର ରାଜପଥର ଅବସ୍ଥା ବେହାଲ : ଅନିର୍ଦ୍ଦିଷ୍ଟ ଦିନ ପାଇଁ ତାଳଚେରରୁ ବସ୍ ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ

ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ବୈଠକ ଡାକିଲେ ରାଜ୍ୟ ସରକାର, ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର ୨୯।୭: ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ବଡ଼ ବୈଠକ ଡାକିଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୁଧବାର ଅପରାହ୍ନ ୩ଟା ୩୦ ମିନିଟରେ ଲୋକସେବା ଭବନରେ ବସିବ ବୈଠକ । ରେରା ଆଇନ ସହ ଜଡ଼ିତ ୫ଟି ବିଷୟ ବସ୍ତୁକୁ ନେଇ ବୈଠକରେ ଆଲୋଚନା ହେବ । 

ଏହି ବୈଠକରେ ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ଓରେରା, ବିଡ଼ିଏ, ବିଏମସି, ଟାଉନ ପ୍ଲାନିଂ, ୱାଟକୋ ଭଳି ବିଭିନ୍ନ ବିଭାଗର ଅଧିକାରୀ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

You Can Read:

ଜାତୀର ରାଜପଥର ଅବସ୍ଥା ବେହାଲ : ଅନିର୍ଦ୍ଦିଷ୍ଟ ଦିନ ପାଇଁ ତାଳଚେରରୁ ବସ୍ ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ