ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା, ଚୋରି ରୋକିବାକୁ କମିଶନରେଟ ପୋଲିସର ପଦକ୍ଷେପ

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା । ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପଦକ୍ଷେପ ନେଇଛି । ସବୁ ଆପାର୍ଟମେଣ୍ଟରେ IP ଏନାବୁଲ କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି । ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ IP କ୍ୟାମେରା ଲାଗିବ । ଆପାର୍ଟମେଣ୍ଟ ବାସିନ୍ଦା, କଲ୍ୟାଣ ସଂଘ ଲଗାଇବେ IP କ୍ୟାମେରା ଲଗାଇବେ । କ୍ୟାମେରା ତଥ୍ୟ କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମକୁ ପଠାଇବେ । କ୍ୟାମେରା ମାନଙ୍କର ସବିଶେଷ ତଥ୍ୟ ଦେବା ପାଇଁ […] The post ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା, ଚୋରି ରୋକିବାକୁ କମିଶନରେଟ ପୋଲିସର ପଦକ୍ଷେପ appeared first on KNews Odisha.

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା, ଚୋରି ରୋକିବାକୁ କମିଶନରେଟ ପୋଲିସର ପଦକ୍ଷେପ
police

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା । ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପଦକ୍ଷେପ ନେଇଛି । ସବୁ ଆପାର୍ଟମେଣ୍ଟରେ IP ଏନାବୁଲ କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି । ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ IP କ୍ୟାମେରା ଲାଗିବ । ଆପାର୍ଟମେଣ୍ଟ ବାସିନ୍ଦା, କଲ୍ୟାଣ ସଂଘ ଲଗାଇବେ IP କ୍ୟାମେରା ଲଗାଇବେ ।

କ୍ୟାମେରା ତଥ୍ୟ କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମକୁ ପଠାଇବେ । କ୍ୟାମେରା ମାନଙ୍କର ସବିଶେଷ ତଥ୍ୟ ଦେବା ପାଇଁ ଏସିପି କେ. କେ. ହରିପ୍ରସାଦ ଙ୍କୁ ମୋବାଇଲ ନମ୍ବର ୭୬୦୬୦୬୬୭୬୬ ରେ ଯୋଗାଯୋଗ କରିବେ । ମାମଲା ଗୁଡ଼ିକର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ । ୨୦୨୪ ମସିହାରେ ଏପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ମୋଟ ୬୫ଟି ଚୋରି କେସ ରିପୋର୍ଟ ହୋଇଛି । ୨୯ ଚୋରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଯଦି ଆପଣଙ୍କ ପାଖରେ କୌଣସି ଅଭିଯୋଗ ବା ସୂଚନା ଅଛି ତେବେ ୭୦୭୭୭୯୮୧୧୧ ନମ୍ବରକୁ WhatsApp କରିପାରିବେ ।

The post ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା, ଚୋରି ରୋକିବାକୁ କମିଶନରେଟ ପୋଲିସର ପଦକ୍ଷେପ appeared first on KNews Odisha.