ଆଫଗାନିସ୍ତାନରେ ଡଙ୍ଗା ବୁଡ଼ି ୨୦ ମୃତ
ଡ଼େସ୍କ: ଆଫଗାନିସ୍ତାନର ପୂର୍ବ ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ନଦୀରେ ବୁଡ଼ି ଯିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ନାଙ୍ଗରହାର ପ୍ରାଦେଶିକ ସୂଚନା ବିଭାଗ ମୁଖ୍ୟ କୁରେଶୀ ବଦଲୁନ କହିଛନ୍ତି ଯେ ମୋମାଣ୍ଡ ଦାରା ଜିଲ୍ଲାର ବସୌଲ ଅଞ୍ଚଳରେ ସକାଳ ୭ଟାରେ ୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ନଦୀରେ ବୁଡ଼ି ଯାଇଥିଲା। ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁଧୁରୁଛି ମଣିପୁର ବନ୍ୟା ପରିସ୍ଥିତି ଦୁର୍ଘଟଣାସ୍ଥଳକୁ ଜରୁରୀକାଳୀନ […]

ଡ଼େସ୍କ: ଆଫଗାନିସ୍ତାନର ପୂର୍ବ ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ନଦୀରେ ବୁଡ଼ି ଯିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ନାଙ୍ଗରହାର ପ୍ରାଦେଶିକ ସୂଚନା ବିଭାଗ ମୁଖ୍ୟ କୁରେଶୀ ବଦଲୁନ କହିଛନ୍ତି ଯେ ମୋମାଣ୍ଡ ଦାରା ଜିଲ୍ଲାର ବସୌଲ ଅଞ୍ଚଳରେ ସକାଳ ୭ଟାରେ ୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ନଦୀରେ ବୁଡ଼ି ଯାଇଥିଲା। ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଦୁର୍ଘଟଣାସ୍ଥଳକୁ ଜରୁରୀକାଳୀନ ରିଲିଫ ଟିମ୍ ପଠାଇ ଅଧିକ ମୃତଦେହ ଉଦ୍ଧାର କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।