‘ଆମେ ଅନ୍ୟ ଦଳ ପାଇଁ କାମ କରୁଥିଲୁ, ହେଲେ ନବୀନଙ୍କୁ ଭଲ ପାଉଥିଲୁ’

ଭୁବନେଶ୍ବର ୨୧।୪: ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀର ବିଭିନ୍ନ ଓ୍ବାର୍ଡର ଭାଜପା ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ରବିବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ସୁକାନ୍ତ ରାଉତଙ୍କ ଉପସ୍ଥିତିରେ ଭାଜପା ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏମ୍‌ପି ସସ୍ମିତ ପାତ୍ର ନୂଆ ଅତିଥୀଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା […] The post ‘ଆମେ ଅନ୍ୟ ଦଳ ପାଇଁ କାମ କରୁଥିଲୁ, ହେଲେ ନବୀନଙ୍କୁ ଭଲ ପାଉଥିଲୁ’ appeared first on Dharitri Odia News.

‘ଆମେ ଅନ୍ୟ ଦଳ ପାଇଁ କାମ କରୁଥିଲୁ, ହେଲେ ନବୀନଙ୍କୁ ଭଲ ପାଉଥିଲୁ’

ଭୁବନେଶ୍ବର ୨୧।୪: ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀର ବିଭିନ୍ନ ଓ୍ବାର୍ଡର ଭାଜପା ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ରବିବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ସୁକାନ୍ତ ରାଉତଙ୍କ ଉପସ୍ଥିତିରେ ଭାଜପା ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏମ୍‌ପି ସସ୍ମିତ ପାତ୍ର ନୂଆ ଅତିଥୀଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ୨୦୨୪ ର୍ନିବାଚନରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଏହି ନେତା ମାନେ ପଣ ନେଇଛନ୍ତି । ଏହାଛଡ଼ା ଅନ୍ୟ ଦଳ ପାଇଁ କାମ କରୁଥିଲେ ହେଁ ନବୀନଙ୍କୁ ଭଲ ପାଉଥିଲୁ ବୋଲି ସେମାନେ କହିଛନ୍ତି।

 

The post ‘ଆମେ ଅନ୍ୟ ଦଳ ପାଇଁ କାମ କରୁଥିଲୁ, ହେଲେ ନବୀନଙ୍କୁ ଭଲ ପାଉଥିଲୁ’ appeared first on Dharitri Odia News.