ଆମେ ଓଡ଼ିଆ ପିଲା ଆମକୁ ଠକିବ?

ପୁରୀ_ବଡ଼ଦାଣ୍ଡରେ_ଭାଷା_କହିବ..#ଆମେ_ଓଡ଼ିଆ_ପିଲା_ଆମକୁ_ଠକିବ?\' \'ଆମେ ପୁରୀ ଆସିଥିଲୁ ଜଗନ୍ନାଥଙ୍କୁ ଦର୍ଶନ କଲୁୁ। କିଲେ ଖଜା କିଣିଲୁ...ଆଉଥରେ ଓଜନ କଲା ବେଳକୁ ୮ଶହ। ଏତିକି କଥା ଦୋକାନୀକୁ କହିଲୁ ତାପରେ ସିଏ ପିଲା ଡକାଇ ଧସ୍ତାଧସ୍ତି କଲେ। ପୁରୀ ବଡ଼ଦାଣ୍ଡରେ ଭାଷା କହିବ..ଆମେ ଓଡ଼ିଆ ପିଲା ଆମକୁ ଠକିବ?\'

ଆମେ ଓଡ଼ିଆ ପିଲା ଆମକୁ ଠକିବ?
Array