‘ଆମେ ଡାଟା ଦେଲେ ହିଁ ରାଜ୍ୟ ଚାଲୁଛି’
ଆମଠୁ କାମ ନେଲେ ହିଁ ରାଜା ବାଃ ବାଃ ନେଉଛନ୍ତି।
ରାଜା କେବଳ ଗାଦିରେ ବସେ। ପ୍ରଜାମାନେ କାମ କରନ୍ତି। ତେଣୁ ଆମଠୁ କାମ ନେଲେ ହିଁ ରାଜା ବାଃ ବାଃ ନେଉଛନ୍ତି। ଆମେ ଡାଟା ଦେଲେ ହିଁ ରାଜ୍ୟ ଚାଲୁଛି। ଦେଖନ୍ତୁ, ଆନ୍ଦୋଳନକୁ ଆସିଥିବା ଏହି ମହିଳା ଜଣଙ୍କ କ’ଣ କହିଛନ୍ତି।