Monsoon Arrival: ସଅଳ ଆସି ସଅଳ ଫେରିଯିବ କି ମୌସୁମୀ...ଏଥିରେ କେତେ ଲାଭ କେତେ କ୍ଷତି ?

ମୌସୁମୀର ପ୍ରେମମୟ ସ୍ପର୍ଶ ପାଇ ଶୀତଳ ପଡ଼ିଯାଇଛି ନିଦାଘ। ଏଥର ମୌସୁମୀ ୮ ଦିନ ପୂର୍ବରୁ କେରଳ ପହଞ୍ଚିଛି। ମୌସୁମୀ ଶୀଘ୍ର ଆସିବା ପଛରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ଆର୍ଦ୍ରତା ବୃଦ୍ଧି ଏବଂ ସମୁଦ୍ର ତାପମାତ୍ରା ବୃଦ୍ଧି ମୁଖ୍ୟ କାରଣ। ଏଥର ଏଲ୍ ନିନୋ ନଥିବାରୁ, ଅଧିକ ବର୍ଷା ଆଶା କରାଯାଉଛି।

Monsoon Arrival: ସଅଳ ଆସି ସଅଳ ଫେରିଯିବ କି ମୌସୁମୀ...ଏଥିରେ କେତେ ଲାଭ କେତେ କ୍ଷତି ?
Array