ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ରେଡ୍

ଭୁବନେଶ୍ୱର ୩୧/୦୫: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ବ୍ରହ୍ମପୁରର ଆର୍ ଆଣ୍ଡ ବି ଡିଭିଜନ-୧, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ  (ଏଇଇ) ଶ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟରୁ ଅଧିକ ସମ୍ପତ୍ତି ଠୂଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ୩ ଜଣ ଡିଏସଏସପି, ୭ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହି ଚଢାଉ କରିଛି । ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ବାସଭବନ ସମେତ ଅନେକ ସ୍ଥାନରେ ରେଡ୍ ଚାଲିଛି । also read..କୁବେର ବାବୁଙ୍କ ଘରେ ଟଙ୍କାର ପାହାଡ: ହାଲିଆ ହେଲେ ଅଧିକାରୀ, ଆସିଲା ମେସିନ୍ବ୍ରହ୍ମପୁରର ଧର୍ମନଗର ସ୍ଥିତ ସ୍ପେକ୍ଟ୍ରମ୍ ରୟାଲ୍ ଠାରେ ଥିବା ଏକ ୨ ବିଏଚକେ ଫ୍ଲାଟ୍, ବ୍ରହ୍ମପୁରର ମୟୁରୀ ବିହାରରେ ଗୋଟିଏ ଦୁଇ ମହଲା ଘର, ବ୍ରହ୍ମପୁରର ଆର୍ ଆଣ୍ଡ୍ ବି ଡିଭିଜନ-୧ରେ ତାଙ୍କ ଅଫିସ୍‌ ଏବଂ ଭୁବନେଶ୍ୱରର ସହିଦ ନଗରରେ ଥିବା ଇଭୋସ୍ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚକେ ଫ୍ଲାଟ୍‌ରେ ଏକକଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ଚଢାଉ କରୁଛି । ଚଢ଼ାଉରୁ ବିଭିନ୍ନ ସ୍ଥାନରେ ଯନ୍ତ୍ରୀଙ୍କ ସମ୍ପତ୍ତି ଠାବ  ହୋଇଛି। ବ୍ରହ୍ମପୁର ଧର୍ମନଗରରେ ଏକ ଫ୍ଲାଟ୍, ବ୍ରହ୍ମପୁର ମୟୂରୀ ବିହାରରେ ଦୁଇ ମହଲା କୋଠା  ଓ ଭୁବନେଶ୍ଵର ସହିଦନଗରରେ ଫ୍ଲାଟ୍ ଠାବ ହୋଇଛି।

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ରେଡ୍

ଭୁବନେଶ୍ୱର ୩୧/୦୫: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ବ୍ରହ୍ମପୁରର ଆର୍ ଆଣ୍ଡ ବି ଡିଭିଜନ-୧, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ  (ଏଇଇ) ଶ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟରୁ ଅଧିକ ସମ୍ପତ୍ତି ଠୂଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ୩ ଜଣ ଡିଏସଏସପି, ୭ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହି ଚଢାଉ କରିଛି । ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ବାସଭବନ ସମେତ ଅନେକ ସ୍ଥାନରେ ରେଡ୍ ଚାଲିଛି । 

also read..

କୁବେର ବାବୁଙ୍କ ଘରେ ଟଙ୍କାର ପାହାଡ: ହାଲିଆ ହେଲେ ଅଧିକାରୀ, ଆସିଲା ମେସିନ୍

ବ୍ରହ୍ମପୁରର ଧର୍ମନଗର ସ୍ଥିତ ସ୍ପେକ୍ଟ୍ରମ୍ ରୟାଲ୍ ଠାରେ ଥିବା ଏକ ୨ ବିଏଚକେ ଫ୍ଲାଟ୍, ବ୍ରହ୍ମପୁରର ମୟୁରୀ ବିହାରରେ ଗୋଟିଏ ଦୁଇ ମହଲା ଘର, ବ୍ରହ୍ମପୁରର ଆର୍ ଆଣ୍ଡ୍ ବି ଡିଭିଜନ-୧ରେ ତାଙ୍କ ଅଫିସ୍‌ ଏବଂ ଭୁବନେଶ୍ୱରର ସହିଦ ନଗରରେ ଥିବା ଇଭୋସ୍ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚକେ ଫ୍ଲାଟ୍‌ରେ ଏକକଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ଚଢାଉ କରୁଛି । ଚଢ଼ାଉରୁ ବିଭିନ୍ନ ସ୍ଥାନରେ ଯନ୍ତ୍ରୀଙ୍କ ସମ୍ପତ୍ତି ଠାବ  ହୋଇଛି। ବ୍ରହ୍ମପୁର ଧର୍ମନଗରରେ ଏକ ଫ୍ଲାଟ୍, ବ୍ରହ୍ମପୁର ମୟୂରୀ ବିହାରରେ ଦୁଇ ମହଲା କୋଠା  ଓ ଭୁବନେଶ୍ଵର ସହିଦନଗରରେ ଫ୍ଲାଟ୍ ଠାବ ହୋଇଛି।