ଆମେରିକା ଥରହର !

କିଏ ଜାଣିଥିଲା ଭାରତ ଏମିତି ଆଟାକ୍ କରିବ ବୋଲି। ମିସାଇଲ୍ ମାଡ଼ରେ ଭୟଭୀତ ହୋଇପଡ଼ିଛି ପାକିସ୍ତାନ। ଏବେ ଥରହର ହୋଇଛି ଆମେରିକା। ତୁରନ୍ତ ଲାହୋର ଛାଡ଼ି ଚାଲିଯିବାକୁ ନିଜ ଦେଶର ନାଗରିକମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏମିତିକି ଲୁଚି ଯିବାକୁ ଆଡଭାଇଜରୀ ଜାରି କରାଯାଇଛି !

ଆମେରିକା ଥରହର !
Array