ଆମେରିକାନ କଲେଜ ଅପ୍ ଫିଜିସିଆନ୍ ପକ୍ଷରୁ ୪ ସମ୍ ଡାକ୍ତର ସମ୍ମାନିତ
ଭୁବନେଶ୍ୱର: ସମ୍ ଓ ସମ୍ ଅଲ୍ଟିମେଟ୍ ଡାକ୍ତର ସମ୍ମାନିତ। ଆମେରିକାନ କଲେଜ ଅଫ୍ ଫିଜିସିଆନ୍ ତରଫରକୁ ଏହି ସମ୍ମାନ ମିଳିଛି। ଆମେରିକାନ କଲେଜ ଅଫ୍ ଫିଜିସିଆନ୍ ଏକ ୱାର୍ଲଡ ୱାଇଡ୍ ଅର୍ଗାନାଇଜେସନ୍ । ପ୍ରତିବର୍ଷ ଡାକ୍ତରମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏକ କନକ୍ଲେଭରେ ଆୟୋଜନ କରିଥାଏ। ଭାରତରେ ଥିବା ଏହାର ଶାଖା ମଧ୍ୟ ଡାକ୍ତର ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ସମାରୋହର ଆୟୋଜନ କରି ଡାକ୍ତରଙ୍କୁ ସମ୍ମାନିତ କରିବା ସହ ଫେଲୋସିପ୍ ବି ଦେଇଥାଏ। ଚଳିତ ବର୍ଷ ଆମେରିକାନ କଲେଜ ଅଫ୍ ଫିଜିସିଆନ୍ ଫେଲୋ ଲକ୍ଷ୍ନୌରେ ଆୟୋଜନ ହୋଇଛି। ଏଥିରେ ଭୁବନେଶ୍ୱର ସମ୍ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ସମ୍ମାନିତ କରାଯାଇଛି। ଏଣ୍ଡୋକ୍ରିନୋଲୋଜିଷ୍ଟ ପ୍ରଫେସର ଜୟଶ୍ରୀ ସ୍ୱାଇଁ, ଆସିଷ୍ଟାଣ୍ଟ ଫ୍ରଫେସର ମେଘନାଦ ମେହେରଙ୍କୁ ସମ୍ମାନିତ କରକାଯାଇଛି। ଆସୋସିଏଟ୍ ପ୍ରଫେସର ଶିବ ଦେଳେଇ ଓ ଭେଷଜ ବିଶେଷଜ୍ଞ ଶ୍ରୀକାନ୍ତ ଧରଙ୍କୁ ଫେଲୋସିପ୍ ଦିଆଯାଇଛି। ଫେଲୋସିପ୍ ଆୱାର୍ଡ୍ ରିସର୍ଚ୍ଚ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ ପ୍ରଦାନ କରାଯାଇଥାଏ।
ଭୁବନେଶ୍ୱର: ସମ୍ ଓ ସମ୍ ଅଲ୍ଟିମେଟ୍ ଡାକ୍ତର ସମ୍ମାନିତ। ଆମେରିକାନ କଲେଜ ଅଫ୍ ଫିଜିସିଆନ୍ ତରଫରକୁ ଏହି ସମ୍ମାନ ମିଳିଛି। ଆମେରିକାନ କଲେଜ ଅଫ୍ ଫିଜିସିଆନ୍ ଏକ ୱାର୍ଲଡ ୱାଇଡ୍ ଅର୍ଗାନାଇଜେସନ୍ । ପ୍ରତିବର୍ଷ ଡାକ୍ତରମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏକ କନକ୍ଲେଭରେ ଆୟୋଜନ କରିଥାଏ। ଭାରତରେ ଥିବା ଏହାର ଶାଖା ମଧ୍ୟ ଡାକ୍ତର ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ସମାରୋହର ଆୟୋଜନ କରି ଡାକ୍ତରଙ୍କୁ ସମ୍ମାନିତ କରିବା ସହ ଫେଲୋସିପ୍ ବି ଦେଇଥାଏ।
ଚଳିତ ବର୍ଷ ଆମେରିକାନ କଲେଜ ଅଫ୍ ଫିଜିସିଆନ୍ ଫେଲୋ ଲକ୍ଷ୍ନୌରେ ଆୟୋଜନ ହୋଇଛି। ଏଥିରେ ଭୁବନେଶ୍ୱର ସମ୍ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ସମ୍ମାନିତ କରାଯାଇଛି। ଏଣ୍ଡୋକ୍ରିନୋଲୋଜିଷ୍ଟ ପ୍ରଫେସର ଜୟଶ୍ରୀ ସ୍ୱାଇଁ, ଆସିଷ୍ଟାଣ୍ଟ ଫ୍ରଫେସର ମେଘନାଦ ମେହେରଙ୍କୁ ସମ୍ମାନିତ କରକାଯାଇଛି। ଆସୋସିଏଟ୍ ପ୍ରଫେସର ଶିବ ଦେଳେଇ ଓ ଭେଷଜ ବିଶେଷଜ୍ଞ ଶ୍ରୀକାନ୍ତ ଧରଙ୍କୁ ଫେଲୋସିପ୍ ଦିଆଯାଇଛି। ଫେଲୋସିପ୍ ଆୱାର୍ଡ୍ ରିସର୍ଚ୍ଚ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ ପ୍ରଦାନ କରାଯାଇଥାଏ।