ଆସିଲା ନୂଆ ଅପଡେଟ୍: ଏହି ହେବେ ବିଧାନସଭାରେ ବିରୋଧୀ ଦଳ ନେତା
ଭୁବନେଶ୍ୱର,୧୮।୬: ବିଜେଡିର ଶୋଚନୀୟ ପରାଜୟ ପାଇଁ ଦଳର ତୃଣମୂଳଠୁ ଆରମ୍ଭ କରି ଶୀର୍ଷସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ କାର୍ତ୍ତିକ ପାଣ୍ଡିଆନ, ଡିଏସ କୁଟ୍ଟେ, ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କୁ ଦାୟୀ କରୁଛନ୍ତି। ଅନ୍ୟପଟେ, ରାଜ୍ୟରେ ଭାଜପା ସରକାର ଶପଥ ଗ୍ରହଣ କରିବା ପରେ ଏବେ ବିଧାନସଭାରେ ବିରୋଧୀ ଦଳ ନେତା କିଏ ହେବେ ସେନେଇ ଚର୍ଚ୍ଚା ଚାଲିଛି। ବିଜେଡି ନିଜର ବିଧାୟକ ଦଳ ନେତା ଭାବେ ଖୁବଶୀଘ୍ର ନବୀନ ପଟ୍ଟନାୟକଙ୍କୁ ଚୟନ କରିବ। ବିଧାନସଭାରେ ନବୀନ […] The post ଆସିଲା ନୂଆ ଅପଡେଟ୍: ଏହି ହେବେ ବିଧାନସଭାରେ ବିରୋଧୀ ଦଳ ନେତା appeared first on Dharitri Odia News.
ଭୁବନେଶ୍ୱର,୧୮।୬: ବିଜେଡିର ଶୋଚନୀୟ ପରାଜୟ ପାଇଁ ଦଳର ତୃଣମୂଳଠୁ ଆରମ୍ଭ କରି ଶୀର୍ଷସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ କାର୍ତ୍ତିକ ପାଣ୍ଡିଆନ, ଡିଏସ କୁଟ୍ଟେ, ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କୁ ଦାୟୀ କରୁଛନ୍ତି। ଅନ୍ୟପଟେ, ରାଜ୍ୟରେ ଭାଜପା ସରକାର ଶପଥ ଗ୍ରହଣ କରିବା ପରେ ଏବେ ବିଧାନସଭାରେ ବିରୋଧୀ ଦଳ ନେତା କିଏ ହେବେ ସେନେଇ ଚର୍ଚ୍ଚା ଚାଲିଛି।
ବିଜେଡି ନିଜର ବିଧାୟକ ଦଳ ନେତା ଭାବେ ଖୁବଶୀଘ୍ର ନବୀନ ପଟ୍ଟନାୟକଙ୍କୁ ଚୟନ କରିବ। ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବେ ବୋଲି କୁହାଯାଉଛି। ଆଉ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖ୍ୟ ସଚେତକ ଭାବେ ଅରୁଣ ସାହୁଙ୍କୁ ନିଯୁକ୍ତି ମିଳିପାରେ ବୋଲି ଜଣାପଡିଛି ।
The post ଆସିଲା ନୂଆ ଅପଡେଟ୍: ଏହି ହେବେ ବିଧାନସଭାରେ ବିରୋଧୀ ଦଳ ନେତା appeared first on Dharitri Odia News.