ଆମ୍ବୁଲାନ୍ସରେ ଛଟପଟ ହେଉଥିଲା କୁନି ଝିଅ, ଦୌଡ଼ି ବାନ୍ଧି ଆମ୍ବୁଲାନ୍ସକୁ ଟାଣିଲେ ଗାଁ ଲୋକେ

ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ୍ ବାଉଁଶ ବଣିଆ ପଞ୍ଚାୟତ ଦକ୍ଷିଣ କଅଁରପୁର ଗ୍ରାମର ୫ ବର୍ଷର ଝିଅର ଝାଡ଼ା ବାନ୍ତି ହେଉଥିବାରୁ ନୀଳଗିରି ଡ଼ାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ଆସ...