ଆରମ୍ଭ ହେଲା ମୋହନ ସରକାର
ଓଡ଼ିଶା ରାଜନୀତିରେ ନୂଆ ଯୁଗ । ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ ।