ଆଲିସାନ୍ ସିନେମା ହଲ୍‌ର ନଥିଲା ବୈଧ ଲାଇସେନ୍ସ, ସିଲ୍ କଲା ପ୍ରଶାସନ

କଣ୍ଟାବାଞ୍ଜି ୧୨।୧୧: ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଲଥାକେନ୍ଦ ନିକଟରେ ଥିବା ଆଲିସାନ ସିନେମା ହଲ୍‌ ସିଲ୍ । ଲାଇସେନ୍ସ ନବୀକରଣ ହୋଇ ନଥିବା ଅଭିଯୋଗରେ ସିଲ୍ କଲା ଜିଲ୍ଲା ପ୍ରଶାସନ । ଗତ ମାର୍ଚ୍ଚ ମାସରୁ ସିନେମା ହଲ୍‌ର ଲାଇସେନ୍ସ ସରିଯାଇଥିଲା । ଫାୟାର ସେଫ୍ଟି କ୍ଲିୟର ହୋଇପାରି ନଥିବା ବେଳେ ବେଆଇନ ଭାବରେ ଚାଲୁଥିଲା ଆଲିସାନ ସିନେମା ହଲ୍ । ମଙ୍ଗଳବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେଲପଡା ତହସିଲଦାର ଓ ପୋଲିସ ଯାଇ ସିନେମା ହଲ୍‌କୁ ସିଲ୍ କରିଛନ୍ତି ।You Can Read:ରାଜ୍ୟରେ ୩ ବିଶ୍ବବିଦ୍ୟାଳୟରେ ଖୁବ୍ ଶୀଘ୍ର ନିଯୁକ୍ତି ହେବେ କୁଳପତି, ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟପାଳଙ୍କ ସଚିବ

ଆଲିସାନ୍ ସିନେମା ହଲ୍‌ର ନଥିଲା ବୈଧ ଲାଇସେନ୍ସ, ସିଲ୍ କଲା ପ୍ରଶାସନ

କଣ୍ଟାବାଞ୍ଜି ୧୨।୧୧: ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଲଥାକେନ୍ଦ ନିକଟରେ ଥିବା ଆଲିସାନ ସିନେମା ହଲ୍‌ ସିଲ୍ । ଲାଇସେନ୍ସ ନବୀକରଣ ହୋଇ ନଥିବା ଅଭିଯୋଗରେ ସିଲ୍ କଲା ଜିଲ୍ଲା ପ୍ରଶାସନ । 

ଗତ ମାର୍ଚ୍ଚ ମାସରୁ ସିନେମା ହଲ୍‌ର ଲାଇସେନ୍ସ ସରିଯାଇଥିଲା । ଫାୟାର ସେଫ୍ଟି କ୍ଲିୟର ହୋଇପାରି ନଥିବା ବେଳେ ବେଆଇନ ଭାବରେ ଚାଲୁଥିଲା ଆଲିସାନ ସିନେମା ହଲ୍ । ମଙ୍ଗଳବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେଲପଡା ତହସିଲଦାର ଓ ପୋଲିସ ଯାଇ ସିନେମା ହଲ୍‌କୁ ସିଲ୍ କରିଛନ୍ତି ।

You Can Read:

ରାଜ୍ୟରେ ୩ ବିଶ୍ବବିଦ୍ୟାଳୟରେ ଖୁବ୍ ଶୀଘ୍ର ନିଯୁକ୍ତି ହେବେ କୁଳପତି, ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟପାଳଙ୍କ ସଚିବ