ଆସନ୍ତା ସପ୍ତାହରେ ଲଘୁଚାପ ! ଅନୁକୂଳ ରହିଛି ପାଣିପାଗ

ଭୁବନେଶ୍ୱର : ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଆସନ୍ତା ସପ୍ତାହରେ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ଅନୁକୂଳ ରହିଛି । ପୂର୍ବ ବଙ୍ଗୋପସାଗର କିମ୍ବା ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ଏହା କ୍ରମଶଃ ଅଧିକ ଶକ୍ତିଶାଳୀ ହୋଇ ପରବର୍ତ୍ତୀ ସପ୍ତାହରେ ଅବପାତ କିମ୍ବା ପରେ ଅଧିକ ବଳଶାଳୀ ହେବା ଆଶଙ୍କା ରହିଛି । ଭାରତ ସହ ବାଂଲାଦେଶ ଓ […] The post ଆସନ୍ତା ସପ୍ତାହରେ ଲଘୁଚାପ ! ଅନୁକୂଳ ରହିଛି ପାଣିପାଗ appeared first on KNews Odisha.

ଆସନ୍ତା ସପ୍ତାହରେ ଲଘୁଚାପ ! ଅନୁକୂଳ ରହିଛି ପାଣିପାଗ
low pressure

ଭୁବନେଶ୍ୱର : ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଆସନ୍ତା ସପ୍ତାହରେ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ଅନୁକୂଳ ରହିଛି । ପୂର୍ବ ବଙ୍ଗୋପସାଗର କିମ୍ବା ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ଏହା କ୍ରମଶଃ ଅଧିକ ଶକ୍ତିଶାଳୀ ହୋଇ ପରବର୍ତ୍ତୀ ସପ୍ତାହରେ ଅବପାତ କିମ୍ବା ପରେ ଅଧିକ ବଳଶାଳୀ ହେବା ଆଶଙ୍କା ରହିଛି । ଭାରତ ସହ ବାଂଲାଦେଶ ଓ ମିଆଁମାର ଉପରେ ଏହାର ପ୍ରଭାବ ରହିପାରେ ବୋଲି ଜାସନ ସୂଚନା ଦେଇଛନ୍ତି ।

The post ଆସନ୍ତା ସପ୍ତାହରେ ଲଘୁଚାପ ! ଅନୁକୂଳ ରହିଛି ପାଣିପାଗ appeared first on KNews Odisha.