ଆସନ୍ତା ୨୦ତାରିଖ ପୂର୍ବରୁ ଘୋଷଣା ହେବ ବିଜେପିର ସମସ୍ତ ପ୍ରାର୍ଥୀଙ୍କ ନାଁ : ବିଜୟପାଲ୍ ସିଂ ତୋମାର

ଭୁବନେଶ୍ବର ୧୦।୪: ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । ଦୁଇ ତିନି ଦିନ ଭିତରେ ଘୋଷଣା ହେବ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୦ ତାରିଖ ପୂର୍ବରୁ ବାକି ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯ୍ୟାଳୟରେ ଟିକେଟ୍ ପାଇଁ ଦାବି କରିବା ନୂଆ କଥା ନୁହଁ । ସମସ୍ତେ ଦଳ ବିଚାର ଧାରା ସହ ଜଡିତ, ସମସ୍ତେ ଆମ ସାଙ୍ଗରେ ଅଛନ୍ତି । କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଆସିବା ନେଇ ଦୁଇ ଦିନ ଭିତରେ ଯୋଜନା ପ୍ରସ୍ତୁତି ହେଉଛି ।  ଏସସି ଆସନରେ ଏସଟି ପ୍ରାର୍ଥୀ ଭଳି ଟେକ୍ନିକାଲ ତ୍ରୁଟି ଥିଲେ ପ୍ରାର୍ଥୀ ବଦଳି ପାରନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନାଁ ନାହିଁ ସଂସଦୀୟ କମିଟି ନିଷ୍ପତ୍ତି ନେବ ।You Can Read :ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଝଟ୍‌କା, ORHDC ଦୁର୍ନୀତି ମାମଲାର ରାୟକୁ କଏମ ରଖିଲେ ହାଇକୋର୍ଟ

ଆସନ୍ତା ୨୦ତାରିଖ ପୂର୍ବରୁ ଘୋଷଣା ହେବ ବିଜେପିର ସମସ୍ତ ପ୍ରାର୍ଥୀଙ୍କ ନାଁ : ବିଜୟପାଲ୍ ସିଂ ତୋମାର

ଭୁବନେଶ୍ବର ୧୦।୪: ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । ଦୁଇ ତିନି ଦିନ ଭିତରେ ଘୋଷଣା ହେବ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୦ ତାରିଖ ପୂର୍ବରୁ ବାକି ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯ୍ୟାଳୟରେ ଟିକେଟ୍ ପାଇଁ ଦାବି କରିବା ନୂଆ କଥା ନୁହଁ । ସମସ୍ତେ ଦଳ ବିଚାର ଧାରା ସହ ଜଡିତ, ସମସ୍ତେ ଆମ ସାଙ୍ଗରେ ଅଛନ୍ତି । 

କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଆସିବା ନେଇ ଦୁଇ ଦିନ ଭିତରେ ଯୋଜନା ପ୍ରସ୍ତୁତି ହେଉଛି ।  ଏସସି ଆସନରେ ଏସଟି ପ୍ରାର୍ଥୀ ଭଳି ଟେକ୍ନିକାଲ ତ୍ରୁଟି ଥିଲେ ପ୍ରାର୍ଥୀ ବଦଳି ପାରନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନାଁ ନାହିଁ ସଂସଦୀୟ କମିଟି ନିଷ୍ପତ୍ତି ନେବ ।

You Can Read :

ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଝଟ୍‌କା, ORHDC ଦୁର୍ନୀତି ମାମଲାର ରାୟକୁ କଏମ ରଖିଲେ ହାଇକୋର୍ଟ