ବନ୍ଧୁକ ମୁନରେ ଲୁଟ୍, ୩ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ପାଟଣାଗଡ ୫।୯: ବଲାଙ୍ଗିର ଜିଲ୍ଲା ଲାଠୋର ପୋଲିସକୁ ମିଳିଛି ବଡ ସଫଳତା । ବନ୍ଧୁକ ଦେଖାଇ ଲୁଟ୍ କରିଥିବା ତିନି ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨ ତାରିଖରେ ଲାଠୋର ଥାନା ବୁଢାଛାପର ଗାଁର ଗୋପାଳ ବିଶ୍ଵାଳ ଲାଠୋରରୁ ନିଜ ଗାଁକୁ ଫେରୁଥିଲେ । ସେହି ସମୟରେ ଟଙ୍କାପାଣି ଗ୍ରାମପଞ୍ଚାୟତ ନିକଟରେ ତିନି ଜଣ ବନ୍ଧୁକ ଦେଖାଇ ୬ ହଜାର ଟଙ୍କା ଲୁଟିନେବା ସହ ତାଙ୍କୁ ମାଡ ମାରିଥିଲେ l ଗୋପାଳ ବିଶ୍ଵାଳଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଟଙ୍କପାଣି ଗ୍ରାମର ପୃଥ୍ୱୀରାଜ ବାଗ, ରାକେଶ ଓରଫ ଗୋରେଖ କରିଆଁଙ୍କ ସହ ଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲାଠୋର ପୋଲିସ ତାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ମୋବାଇଲ ଓ ୩ ହଜାର ଟଙ୍କା ଜବତ କରିଥିବା ନେଇ ପାଟଣାଗଡ଼ SDPO ସଦାନନ୍ଦ ପୂଜାରୀ ସବଚନା ଦେଇଛନ୍ତି lYou Can Read:ସାଥୀ ମାଈ ହାତୀକୁ ଖୋଜି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା ଦନ୍ତା 

ବନ୍ଧୁକ ମୁନରେ ଲୁଟ୍, ୩ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ପାଟଣାଗଡ ୫।୯: ବଲାଙ୍ଗିର ଜିଲ୍ଲା ଲାଠୋର ପୋଲିସକୁ ମିଳିଛି ବଡ ସଫଳତା । ବନ୍ଧୁକ ଦେଖାଇ ଲୁଟ୍ କରିଥିବା ତିନି ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ । 

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨ ତାରିଖରେ ଲାଠୋର ଥାନା ବୁଢାଛାପର ଗାଁର ଗୋପାଳ ବିଶ୍ଵାଳ ଲାଠୋରରୁ ନିଜ ଗାଁକୁ ଫେରୁଥିଲେ । ସେହି ସମୟରେ ଟଙ୍କାପାଣି ଗ୍ରାମପଞ୍ଚାୟତ ନିକଟରେ ତିନି ଜଣ ବନ୍ଧୁକ ଦେଖାଇ ୬ ହଜାର ଟଙ୍କା ଲୁଟିନେବା ସହ ତାଙ୍କୁ ମାଡ ମାରିଥିଲେ l ଗୋପାଳ ବିଶ୍ଵାଳଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଟଙ୍କପାଣି ଗ୍ରାମର ପୃଥ୍ୱୀରାଜ ବାଗ, ରାକେଶ ଓରଫ ଗୋରେଖ କରିଆଁଙ୍କ ସହ ଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲାଠୋର ପୋଲିସ ତାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ମୋବାଇଲ ଓ ୩ ହଜାର ଟଙ୍କା ଜବତ କରିଥିବା ନେଇ ପାଟଣାଗଡ଼ SDPO ସଦାନନ୍ଦ ପୂଜାରୀ ସବଚନା ଦେଇଛନ୍ତି l

You Can Read:

ସାଥୀ ମାଈ ହାତୀକୁ ଖୋଜି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା ଦନ୍ତା