ଆସନ୍ତାକାଲି ସକାଳ ୧୦ଟା ଯାଏ ଗୃହ ମୁଲତବୀ, ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର ୨୨/୭: ଆସନ୍ତାକାଲି ସକାଳ ୧୦ଟା ଯାଏ ଗୃହ ମୁଲତବୀ । ଘୋଷଣା କଲେ ବାଚସ୍ପତି ସୁରମା ପାଢୀ ।ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ସମର୍ଥନ କରିଥିଲେ ବିରୋଧୀ । ଏହା ପରେ ଗୃହକୁ ଆସନ୍ତା କାଲି ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହେବା ସହ ୨୪ରେ ନିର୍ବାଚନ ହେବ । ୨୫ରେ ବଜେଟ୍‌ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  