ଆସିଲା ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ୨୦ ତାରିଖ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବଡ଼ ଖବର। ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ। ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ।ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଗସ୍ତବେଳେ ୧ ଘଣ୍ଟା ଧରି ରୋଡ ଶୋ କରିବେ। ଜୁନ୍ ୨୦ ଅପରାହ୍ନ ୩.୪୦ରେ ଭୁବନେଶ୍ବରରେ ପହଞ୍ଚିବେ ମୋଦୀ। ଅପରାହ୍ନ ୩ ଟା ୪୫ରୁ ୪ ଟା ୪୫ ଯାଏ ରୋଡ୍ ସୋ କରିବେ ପିଏମ। ବିମାନବନ୍ଦରରରୁ ଜନତା ମଇଦାନ ଯାଏ […] The post ଆସିଲା ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ୨୦ ତାରିଖ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ appeared first on Odisha.News.
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବଡ଼ ଖବର। ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ। ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ।ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଗସ୍ତବେଳେ ୧ ଘଣ୍ଟା ଧରି ରୋଡ ଶୋ କରିବେ। ଜୁନ୍ ୨୦ ଅପରାହ୍ନ ୩.୪୦ରେ ଭୁବନେଶ୍ବରରେ ପହଞ୍ଚିବେ ମୋଦୀ।
ଅପରାହ୍ନ ୩ ଟା ୪୫ରୁ ୪ ଟା ୪୫ ଯାଏ ରୋଡ୍ ସୋ କରିବେ ପିଏମ। ବିମାନବନ୍ଦରରରୁ ଜନତା ମଇଦାନ ଯାଏ ଏହି ରୋଡ୍ ସୋ ହେବ। ତେବେ ସନ୍ଧ୍ୟା ୫ ଟା ୫୦ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।
The post ଆସିଲା ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ୨୦ ତାରିଖ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ appeared first on Odisha.News.