ଆସିଲା ବିଜେପିର ୨୧ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା, ରାଉରକେଲାରୁ ଦିଲ୍ଲୀପ ରାୟ
ଭୁବନେଶ୍ୱର ୧୬।୦୪ : ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୨ୟ ପର୍ଯ୍ୟାୟରେ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଯାହାକୁ ମିଶାଇ ବର୍ତ୍ତମାନ ଯାଏଁ ୧୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବିଜେପି । ରାଉରକେଲାରୁ ଦିଲ୍ଲୀପ ରାୟ, ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ସରଷକଣାରୁ ବାସୁଦେବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ୍ ବର୍ଦା, ବାଙ୍ଗିରିପୋଷୀରୁ ସଞ୍ଜଳୀ ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହରିବୁର ।ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ , ରାଜନଗରରୁ ଲଳିତ ବେହେରା, ବାଲିକୁଦା ଏରସମାରୁ ସତ୍ୟସାରଥୀ ମହାନ୍ତି, ଜଗତସିଂହପୁରୁ ଅମରେନ୍ଦ୍ର ଦାଶ, କାକଟପୁରରୁ ବାଇଧର ମଲ୍ଲିକ, ରଣପୁରରୁ ସୁରମା ପାଢୀ, ସାନଖେମୁଣ୍ଡିରୁ ଉତ୍ତର କୁମାର ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମକଟକରୁ ଜଗନ୍ନାଥ ନୁନ୍ଦୁରୁକା, ରାୟଗଡ଼ାରୁ ବସନ୍ତ କୁମାର ଉଲ୍କା, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା, କୋଟପଡ଼ାରୁ ରୂପୁ ଭତ୍ରା, ପଟାଙ୍ଗୀରୁ ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡାରୁ ଡମ୍ବୁରୁ ଶିଶା ରହିଛନ୍ତି ।
ଭୁବନେଶ୍ୱର ୧୬।୦୪ : ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୨ୟ ପର୍ଯ୍ୟାୟରେ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଯାହାକୁ ମିଶାଇ ବର୍ତ୍ତମାନ ଯାଏଁ ୧୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବିଜେପି ।
ରାଉରକେଲାରୁ ଦିଲ୍ଲୀପ ରାୟ, ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ସରଷକଣାରୁ ବାସୁଦେବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ୍ ବର୍ଦା, ବାଙ୍ଗିରିପୋଷୀରୁ ସଞ୍ଜଳୀ ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହରିବୁର ।ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ , ରାଜନଗରରୁ ଲଳିତ ବେହେରା, ବାଲିକୁଦା ଏରସମାରୁ ସତ୍ୟସାରଥୀ ମହାନ୍ତି, ଜଗତସିଂହପୁରୁ ଅମରେନ୍ଦ୍ର ଦାଶ, କାକଟପୁରରୁ ବାଇଧର ମଲ୍ଲିକ, ରଣପୁରରୁ ସୁରମା ପାଢୀ, ସାନଖେମୁଣ୍ଡିରୁ ଉତ୍ତର କୁମାର ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମକଟକରୁ ଜଗନ୍ନାଥ ନୁନ୍ଦୁରୁକା, ରାୟଗଡ଼ାରୁ ବସନ୍ତ କୁମାର ଉଲ୍କା, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା, କୋଟପଡ଼ାରୁ ରୂପୁ ଭତ୍ରା, ପଟାଙ୍ଗୀରୁ ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡାରୁ ଡମ୍ବୁରୁ ଶିଶା ରହିଛନ୍ତି ।