ଆସିଲା ମିଥୁନଙ୍କ ପ୍ରଥମ ଭିଡିଓ, କଥା ହେଉଛନ୍ତି ଡାକ୍ତରଙ୍କ ସହ

ମୁମ୍ବାଇ: ବଲିଉଡ ସେଲିବ୍ରିଟି ମିଥୁନ ଚକ୍ରବର୍ତ୍ତି ଯେବେଠାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେବେଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଚାଲିଛନ୍ତି। ପ୍ରଶଂସକମାନେ ଏବେ ଜାଣିବାକୁ ଚାହୁଁଥିବେ ଯେ ତାଙ୍କ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଏବେ କେମିତି ଅଛି। ଏବେ ସାମ୍ନାକୁ ଆସିଥିବା ଏକ ଭିଡିଓରୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସହଜରେ ଅନୁମାନ ଲଗାଯାଇପାରେ, ଯେଉଁଥିରେ ସେ ଡାକ୍ତରଙ୍କ ସହ କଥା ହେଉଥିବା ନଜର ଆସିଛି। ଭିଡିଓରେ ମିଥୁନ ଚକ୍ରବର୍ତ୍ତୀ ଶଯ୍ୟା ଉପରେ ପଡ଼ିଥିବାର ନଜର […] The post ଆସିଲା ମିଥୁନଙ୍କ ପ୍ରଥମ ଭିଡିଓ, କଥା ହେଉଛନ୍ତି ଡାକ୍ତରଙ୍କ ସହ appeared first on Dharitri Odia News.

ଆସିଲା ମିଥୁନଙ୍କ ପ୍ରଥମ ଭିଡିଓ, କଥା ହେଉଛନ୍ତି ଡାକ୍ତରଙ୍କ ସହ

ମୁମ୍ବାଇ: ବଲିଉଡ ସେଲିବ୍ରିଟି ମିଥୁନ ଚକ୍ରବର୍ତ୍ତି ଯେବେଠାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେବେଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଚାଲିଛନ୍ତି। ପ୍ରଶଂସକମାନେ ଏବେ ଜାଣିବାକୁ ଚାହୁଁଥିବେ ଯେ ତାଙ୍କ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଏବେ କେମିତି ଅଛି। ଏବେ ସାମ୍ନାକୁ ଆସିଥିବା ଏକ ଭିଡିଓରୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସହଜରେ ଅନୁମାନ ଲଗାଯାଇପାରେ, ଯେଉଁଥିରେ ସେ ଡାକ୍ତରଙ୍କ ସହ କଥା ହେଉଥିବା ନଜର ଆସିଛି।

ଭିଡିଓରେ ମିଥୁନ ଚକ୍ରବର୍ତ୍ତୀ ଶଯ୍ୟା ଉପରେ ପଡ଼ିଥିବାର ନଜର ଆସିଛନ୍ତି। ଡାକ୍ତର ତାଙ୍କୁ ହିନ୍ଦୀରେ କୁହନ୍ତି, ଏବେ ଠିକ ଅଛି, ସାଲାଇନ ଭଲ କାମ କରୁଛି। ଆବଶ୍ୟକତା ଅନୁଯାୟୀ ଆପଣ ପାଣି ପିଉଛନ୍ତି। କେବଳ ପାଣି ପିଅନ୍ତୁ। ଏହା ପରେ ସୁପରଷ୍ଟାର ତାଙ୍କ ପାଦ ଆଡକୁ ଯାଇ ଡାକ୍ତରଙ୍କୁ କିଛି କହୁଛନ୍ତି। ଭିଡିଓ ଶେୟାର କରିବାବେଳେ ଏଏନଆଇ କହିଛି ଯେ ପଶ୍ଚିମବଙ୍ଗ ଭାଜପା ଦଳର ମୁଖ୍ୟ ସୁକାନ୍ତ ମଜୁମଦାର ସୁପରଷ୍ଟାରଙ୍କୁ ଭେଟିଛନ୍ତି। ଭିଡିଓରେ ମିଥୁନ ଚକ୍ରବର୍ତ୍ତୀଙ୍କ ଚାରିପାଖରେ ଅନେକ ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଛି।

The post ଆସିଲା ମିଥୁନଙ୍କ ପ୍ରଥମ ଭିଡିଓ, କଥା ହେଉଛନ୍ତି ଡାକ୍ତରଙ୍କ ସହ appeared first on Dharitri Odia News.