ଆସୁଛି ୩ୟ ବନ୍ୟା, ନାଲି ଅଖି ଦେଖାଉଛି ସୁବର୍ଣ୍ଣରେଖା !

ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଥିବା ବେଳେ ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ବୁଡି ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଆସୁଛି ୩ୟ ବନ୍ୟା, ନାଲି ଅଖି ଦେଖାଉଛି ସୁବର୍ଣ୍ଣରେଖା !
Array