ଆସ୍କା-୪୦ର କାହିଁକି ବଢ଼ୁନି ଦର? ଗୃହରେ ପ୍ରଶ୍ନ କଲେ ଆସିକା ବିଧାୟକ

ଭୁବନେଶ୍ୱର,୧୧।୧୨: ଗୃହରେ ଆସ୍କା-୪୦ର ଦର ବୃଦ୍ଧି ଦାବି କଲେ ଆସିକା ବିଧାୟକ ସରୋଜ ପାଢ଼ୀ। ବଜାରରେ ସବୁ ଦର ବଢ଼ିବା ସହିତ ଆସିକା ଚିନି କଳ କ୍ଷତି ସହୁଥିଲେ ମଧ୍ୟ ୫ ବର୍ଷ ହେଲା କାହିଁକି ଆସ୍କା-୪୦ଦର ବଢ଼ିନି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଚିନି କଳ ପରିଚାଳନାରେ ଏହା ସମସ୍ୟା ବୋଲି ଦର୍ଶାଇ ପଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି […] The post ଆସ୍କା-୪୦ର କାହିଁକି ବଢ଼ୁନି ଦର? ଗୃହରେ ପ୍ରଶ୍ନ କଲେ ଆସିକା ବିଧାୟକ appeared first on Dharitri Odia News.

ଆସ୍କା-୪୦ର କାହିଁକି ବଢ଼ୁନି ଦର? ଗୃହରେ ପ୍ରଶ୍ନ କଲେ ଆସିକା ବିଧାୟକ

ଭୁବନେଶ୍ୱର,୧୧।୧୨: ଗୃହରେ ଆସ୍କା-୪୦ର ଦର ବୃଦ୍ଧି ଦାବି କଲେ ଆସିକା ବିଧାୟକ ସରୋଜ ପାଢ଼ୀ। ବଜାରରେ ସବୁ ଦର ବଢ଼ିବା ସହିତ ଆସିକା ଚିନି କଳ କ୍ଷତି ସହୁଥିଲେ ମଧ୍ୟ ୫ ବର୍ଷ ହେଲା କାହିଁକି ଆସ୍କା-୪୦ଦର ବଢ଼ିନି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଚିନି କଳ ପରିଚାଳନାରେ ଏହା ସମସ୍ୟା ବୋଲି ଦର୍ଶାଇ ପଶ୍ନ କରିଥିଲେ।
ତେବେ ଏହାର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦର ଧାର୍ଯ୍ୟ କରେ।ଏବେ ଏହି ବୋତଲର ଦର ୬୦ ଟଙ୍କା ଥିବା କହିଲେ ସମବାୟ ମନ୍ତ୍ରୀ।

The post ଆସ୍କା-୪୦ର କାହିଁକି ବଢ଼ୁନି ଦର? ଗୃହରେ ପ୍ରଶ୍ନ କଲେ ଆସିକା ବିଧାୟକ appeared first on Dharitri Odia News.