ଆୟୁଷ୍ମାନ କାମକୁ ନୁହେଁ
#ଆୟୁଷ୍ମାନ_କାମକୁ_ନୁହେଁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପରଠୁ ଚିକିତ୍ସା ସେବା ପାଇବାକୁ ରୋଗୀ ହଇରାଣ ନେଇ ଆସୁଛି ମାଳମାଳ ଅଭିଯୋଗ। କେଉଁଠି ଡାକ୍ତର ଆୟୁଷ୍ମାନ କାର୍ଡରେ ଚିକିତ୍ସା ପାଇଁ ମନା କରୁଛନ୍ତି ତ’ ଆଉ କେଉଁଠି OTP ଯୋଗୁଁ ରୋଗୀ ପଞ୍ଜୀକରଣ ବିଳମ୍ବ ଫଳରେ ଚିକିତ୍ସାରେ ବି ହେଉଛି ବିଳମ୍ବ। ଏମିତିକି ଯୋଜନାରେ ବହୁ ସମସ୍ୟା ଥିବା ଅଭିଯୋଗ ଆଣି ସରକାରଙ୍କୁ ମେମୋରାଣ୍ଡମ ଦେଇଛନ୍ତି ହସ୍ପିଟାଲ ସଂଘ।