ଇଂଲଣ୍ଡରେ ଭାରତୀୟ ମହିଳା ଦଳର ଐତିହାସିକ ଶୃଙ୍ଖଳା ବିଜୟ

ମାଞ୍ଚେଷ୍ଟର: ଭାରତୀୟ ମହିଳା ଦଳ ୨୦୨୨ରେ ଇଂଲଣ୍ଡରେ ୩–୦ରେ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ପ୍ରତିଷ୍ଠା କରିଥିଲା। ଏହାର ୩ ବର୍ଷ ପରେ ଘରୋଇ ଇଂଲଣ୍ଡ ବିପକ୍ଷ​‌େ​‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତି ଆଉ ଏକ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ବର୍ଷକରୁ କମ୍‌ ସମୟ ମଧ୍ୟରେ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାକୁ ଇଂଲଣ୍ଡ ଆସିବାକୁ ଥିବା ଆମ ମହିଳା ଦଳ ପାଇଁ ଏହି ଶୃଙ୍ଖଳା ବିଜୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ବୁଧବାର ରାତିରେ ୪ର୍ଥ ଟ୍ବେଣ୍ଟି୨୦ […]

ଇଂଲଣ୍ଡରେ ଭାରତୀୟ ମହିଳା ଦଳର ଐତିହାସିକ ଶୃଙ୍ଖଳା ବିଜୟ

ମାଞ୍ଚେଷ୍ଟର: ଭାରତୀୟ ମହିଳା ଦଳ ୨୦୨୨ରେ ଇଂଲଣ୍ଡରେ ୩୦ରେ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ପ୍ରତିଷ୍ଠା କରିଥିଲା ଏହାର ୩ ବର୍ଷ ପରେ ଘରୋଇ ଇଂଲଣ୍ଡ ବିପକ୍ଷ​‌​‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତି ଆଉ ଏକ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ଦଳ ବର୍ଷକରୁ କମ୍ସମୟ ମଧ୍ୟରେ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍ଖେଳିବାକୁ ଇଂଲଣ୍ଡ ଆସିବାକୁ ଥିବା ଆମ ମହିଳା ଦଳ ପାଇଁ ଏହି ଶୃଙ୍ଖଳା ବିଜୟ ବେଶ୍ଗୁରୁତ୍ବପୂର୍ଣ୍ଣ ବୁଧବାର ରାତିରେ ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍ରେ ଇଂଲଣ୍ଡ ମହିଳା ଦଳକୁ ୬ ୱିକେଟ୍ରେ ଭାରତ ପରାସ୍ତ କରିଛି ଫଳରେ ୫ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଭାରତ ୩୧ରେ ଆଗୁଆ ରହି ଏହାକୁ ଜିତିନେଇଛି ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୭ ୱିକେଟ୍ରେ ୧୨୬ ରନ୍କରିଥିଲା ପ୍ରଥମ ୪ ବ୍ୟାଟରଙ୍କ ସଫଳତା ବଳରେ ୧୭ ଓଭରରେ ୪ ୱିକେଟ୍ହରାଇ ଭାରତ ଜିତି ନେଇଥିଲା

ଇଂଲଣ୍ଡ ମହିଳା ଦଳ ଟସ୍ ଜିତି ବ୍ୟାଟିଂ କରିଥିଲା ଘରୋଇ ଦଳର କୌଣସି ବ୍ୟାଟର ବଡ଼ ସ୍କୋର୍କରି ପାରିନଥିଲେ ସୋଫିଆ ଡଙ୍କଲି ୧୯ ବଲ୍ରୁ ୨୨ ଓ ଆଲିସ୍କାପ୍ସି ୨୧ ବଲରୁ ୧୮ ରନ୍କରିଥିଲେ ଆମି ଜୋନ୍ସ ୯ ରନ୍କରିଥିଲେ ଅଧିନାୟିକା ଟାମି ବ୍ୟୁମଣ୍ଟ ୧୯ ବଲ୍ରୁ ୨୦ ଓ ପେଚ୍ସ୍କୋଫିଲ୍ଡ ୧୮ ବଲ୍ରୁ ୧୬ ରନ୍କରିଥିଲେ ଶେଷ ୩ ଓଭରରୁ ଇଂଲଣ୍ଡ ୨୫ ରନ୍କରିଥିଲା ସୋଫି ଇକ୍ଲେଷ୍ଟୋନ୍୧୦ ବଲ୍ରୁ ୧୬ ଓ ଇସି ୱଙ୍ଗ୍୧୦ ବଲ୍ରୁ ୧୧ ରନ୍କରି ଅପରାଜିତ ଥିଲେ ଦୁଇ ବାମହାତି ସ୍ପିନର ଶ୍ରୀ ଚରଣି ଓ ରାଧା ଯାଦବ ୨ଟି ଲେଖାଏଁ ୱିକେଟ୍ନେଇଥିଲେ ଭାରତ ୧୨୭ ରନ୍ବିଜୟଲକ୍ଷ୍ୟର ପିଛା କରିଥିବା ବେଳେ ଦୁଇ ଓପ୍ନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଇଂଲଣ୍ଡ ପୂରା ଇନିଂସରେ ୮ଟି ଚୌକା ମାରିଥିବା ବେଳେ ଭାରତ ପ୍ରଥମ ୪ ଓଭରରୁ ୯ଟି ଚୌକା ମାରି ପାରିଥିଲା ୭ ଓଭରରେ ୫୬ ରନ୍ର ଭାଗୀଦାରି ପରେ ଶେଫାଳି ବର୍ମା ୧୯ ବଲ୍ରୁ ୬ଟି ଚୌକା ସହ ୩୧ ରନ୍କରି ଆଉଟ୍ହୋଇଥିଲେ ମାନ୍ଧାନା ୩୧ ବଲ୍ରୁ ୫ଟି ଚୌକା ସହ ୩୨ ରନ୍କରିଥିଲେ ଜେମିମା ରଡ୍ରିଗ୍ବେଜ୍ଓ ଅଧିନାୟିକା ହରମନପ୍ରୀତ କୌର ୩ୟ ୱିକେଟ୍ପାଇଁ ୪୮ ରନ୍ଯୋଡ଼ିଥିଲେ ହରମନପ୍ରୀତ ୨୫ ବଲ୍ରୁ ୩ଟି ଚୌକା ସହ ୨୬ ରନ୍କରିଥଲେ ଜେମିମା ୨୨ ବଲ୍ରୁ ଗୋଟିଏ ଚୌକା ସହ ୨୪ ରନ୍କରି ଅପରାଜିତ ଥିଲେ ମାତ୍ର ୧୫ ରନ୍ଦେଇ ୨ଟି ୱିକେଟ୍ନେଇଥିବା ରାଧା ଯାଦବ ପ୍ଲେୟର ଅଫ୍ ଦି ମ୍ୟାଚ୍ହୋଇଥିଲେ